ଆଜିର ମୁଖ୍ୟ ଖବର

0

୧-ଭାରତ ଓ ଇଂଲଣ୍ଡ ଟେଷ୍ଟ : ଦୀର୍ଘ ୫୦ ବର୍ଷ ପରେ ଓଭାଲରେ ଭାରତର ଐତିହାସିକ ବିଜୟ, ଇଂଲଣ୍ଡକୁ ୧୫୭ ରନରେ ହରାଇଲା ।

୨–ଆସନ୍ତା ଶିକ୍ଷାବର୍ଷରୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ପାଠପଢ଼ା, ଦ୍ୱିତୀୟ ଏମ୍ସ ନିଷ୍ପତ୍ତି ହୋଇନି ।

୩-କିଏ ହେବ ଆଫଗାନିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ? କ୍ଷମତା ପାଇଁ ଚାଲିଛି ରକ୍ତାକ୍ତ ସଂଘର୍ଷ ।

୪-ବର୍ଷା ନିଅଣ୍ଟ ଯୋଗୁଁ ୧୦୨ ବ୍ଲକରେ ଫସଲ ପ୍ରଭାବିତ ହୋଇଛି : ରାଜସ୍ବ ମନ୍ତ୍ରୀ ।

୫-କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି ।

୬-ପୁଣି ରାହୁଲ ଧରି ପାରନ୍ତି କଂଗ୍ରେସର ମଙ୍ଗ, ପ୍ରସ୍ତାବ ପାରିତ କଲା ଯୁବ କଂଗ୍ରେସ ।

୭-IT କର୍ମଚାରୀଙ୍କ ପାଇଁ ଶେଷ ହେବାକୁ ଯାଉଛି ଓ୍ବାର୍କ ଫ୍ରମ୍‌ ହୋମ୍‌ ! ଅଫିସ ଆସି କାମ କରିବାକୁ ଯୋଜନା କରୁଛି ଅଗ୍ରଣୀ ସପ୍ଟଓ୍ବେୟାର କମ୍ପାନୀ TCS ।

୮-ଚନ୍ଦ୍ରଯାନ-୨: ଚନ୍ଦ୍ରକୁ ୯୦୦୦ରୁ ଅଧିକ ଥର ପରିକ୍ରମା କଲାଣି ଯାନ, ମିଳୁଛି ଉତ୍କୃଷ୍ଟ ତଥ୍ୟ ।

୯-IPLରେ ସାମିଲ ହେବେ ଦୁଇ ନୂତନ ଟିମ୍: BCCI ଟାର୍ଗେଟରେ କଟକ ।

୧୦-NEET UG ପରୀକ୍ଷାର ତାରିଖ ପରିବର୍ତ୍ତନ ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ : ସେପ୍ଟେମ୍ବର ୧୨ ରେ ହେବ ପରୀକ୍ଷା ।

୧୧-କାବୁଲରେ ସରକାର ଗଠନ ପାଇଁ ବଡ ସମାରୋହର ଆୟୋଜନ କରିପାରେ ତାଲିବାନ, ୬ ଦେଶକୁ ଦେଇଛି ନିମନ୍ତ୍ରଣ ।

୧୨-ଆଇନଶୃଙ୍ଖଳାକୁ ନେଇ ବିଧାନସଭାରେ ସରଗରମ ଆଲୋଚନା : ନୂଆ ଥାନା ନଖୋଲିବାରୁ ଗର୍ଜିଲେ ବିରୋଧୀ, ଗୃହସଚିବ ଓ ପୁଲିସ ଡିଜିଙ୍କୁ ଡାକି ଆଲୋଚନା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ।

୧୩-ଟି -୨୦ ବିଶ୍ୱକପ ପାକିସ୍ତାନ ଦଳ ଘୋଷଣା – ଶୋଏବ ମଲିକଙ୍କୁ ସ୍ଥାନ ଦିଆଯାଇ ନାହିଁ ।

୧୪-ବିଳମ୍ବିତ ବର୍ଷା ସତ୍ତ୍ବେ ଯିବନି ଚାଷୀଙ୍କ ଦୁଃଖ; ବିଭିନ୍ନ ଜିଲ୍ଲାରେ ରୋପଣ, ବେଉଷଣ ବନ୍ଦ ।

Leave A Reply

Your email address will not be published.