ଆଜିର ମୁଖ୍ୟ ଖବର

0

୧-ବାଲେଶ୍ଵର:ପାକିସ୍ତାନକୁ ପ୍ରତିରକ୍ଷା ସଂପର୍କିତ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ DRDOର ଚାରି ଗିରଫ।

୨-କଟକ:୨୯ରୁ ଆରମ୍ଭ ହେବ ଡିଇଏଲଇଡି ପରୀକ୍ଷା, ଅକ୍ଟୋବର ୮ରେ ସରିବ।

୩-ପିପିଲି ରଣନୀତି: ପ୍ରକାଶ ପାଇଲା ବିଜେପିର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା।

୪-ଭୁବନେଶ୍ୱର:+୨ ମାର୍କ ସିଟ୍ ଓ ପ୍ରମାଣ ପତ୍ର ଦାଖଲରେ କୋହଳ,ପ୍ରଥମ ଦିନରେ ୩୫ହଜାର ନାମଲେଖା।

୫-ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ : ବାଲୁ ବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର।

୬-ଅକ୍ଟୋବର ପହିଲାରୁ +୨ ଅଫଲାଇନ୍ ପରୀକ୍ଷା।ବିକଳ୍ପ ରେଜଲ୍ଟରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍ ପରୀକ୍ଷା।

୭-ମହାନଦୀ ଉପରମୁଣ୍ଡରେ ବର୍ଷା, ଖୋଲିଲା ହୀରାକୁଦର ୬ ଗେଟ୍ । ଆଉ ଏକ ଲଘୁଚାପ ଆସୁଥିବାରୁ ବଢିଲା ବନ୍ୟା ଚିନ୍ତା ।

୮-ଡିଲ୍ ବେଳେ ମାଡିବସିଲା ଏସଟିଏଫ୍‌, ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ।

୯-ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ିରେ ଚାକିରୀ କରିଥିବା କବିତା ମାଥନ।ଦିଦିଙ୍କ ୪ କୋଟି ସଂପତ୍ତି ଜବତ, ରାଜଧାନୀରେ ୪ କୋଠା, ୧୦ ପ୍ଲଟ୍‌।

୧୦-ଡେଲିଭରୀ ବୟ ପତିତପାବନ ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ, ନିଜେ ରଚିଥିଲା ଅପହରଣ ନାଟକ। ମଧ୍ୟପ୍ରଦେଶର ରେଳ ଷ୍ଟେସନରେ ପତିତପାବନକୁ ଠାବ କରିଛି ପୋଲିସ ।

୧୧-ରାଉରକେଲାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେଲା।

୧୨-ଆମେ ଏବେ କରୋନାର ତୃତୀୟ ଲହର ଆରମ୍ଭ ସ୍ଥିତିରେ ରହିଛୁ: ପିଜିଆଇଏମଇଆର ନିର୍ଦ୍ଦେଶକ

୧୩-ବୁଧବାର ଲଞ୍ଚ ହେବ ସଂସଦ ଟିଭି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା।

Leave A Reply

Your email address will not be published.