ଆଜିର ମୁଖ୍ୟ ଖବର

0

୧- ଚତୁର୍ଥ ଦଫା ତାଲାବନ୍ଦ ନିଷ୍ପତ୍ତି ଆଜି, କମ୍ ସଂକ୍ରମଣ ଜିଲ୍ଲାରେ କଟକଣା କୋହଳ ସମ୍ଭାବନା

୨- ଯୁକ୍ତ ଦୁଇ ମୂଲ୍ୟାୟନ ପ୍ରସଙ୍ଗ:ଦଶମ ଶ୍ରେଣୀ ମାର୍କ ଆଧାରରେ ହୋଇପାରେ ମୂଲ୍ଯାୟନ। ଆଜି ବିଶେଷଜ୍ଞ କମିଟିର ଶେଷ ବୈଠକ

୩- ଏରସମା:ଉଚ୍ଚ କୋଟୀର ଗବେଷଣା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ଜ୍ଯୋର୍ତୀମୟୀ ମହାନ୍ତି ହୋମି ଭାଭା ପୁରସ୍କାର ପାଇଁ ମନୋନୀତ

୪- ପାଣିପାଗ: ଉପକୂଳ ଜିଲ୍ଲା ଗୁଡ଼ିକରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା

୫- ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପିଜି ପାଇଁ କମନ ଏଣ୍ଟ୍ରାନ୍ସ ପରୀକ୍ଷା ଘୁଞ୍ଚିଲା। ଆଜି ହେବାକୁ ଥିବା ଏମ୍‌ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚିଲା

୬- କରୋନାରେ ବାପା-ମା ହରାଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର, ଅନାଥଙ୍କ ପାଇଁ ସ୍ୱତନ୍ତ୍ର ଗ୍ରୀନ୍‌ ପ୍ୟାସେଜ୍‌

୭- କୋଭିଡ୍ କଟକଣା ଭିତରେ ପାଳିତ ହେଲା ଶୀତଳଷଷ୍ଠୀ, ମହାବିନାୟକ ଠାରେ ଶିବ-ପାର୍ବତୀ ବିବାହ ସମ୍ପର୍ଣ୍ଣ

୮- ରାଜଧାନୀରେ କମୁଛି ସଂକ୍ରମଣ । ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୮୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୮୮ ଜଣ

୯- ନକଲି ‘ଫାଭିପିରାଭିର’ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ

୧୦- କରୋନା କାଳରେ ଜେଲରୁ ପାରୋଲେରେ ଯାଇ ଫେରି ନାହାନ୍ତି ୧୫୩୬ କଏଦୀ । ୪୭ ଜଣଙ୍କର ମୃତ୍ୟୁ

୧୧- ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କେନ୍ଦ୍ରକୁ ଯାଇ ସିଧାସଳଖ ପଂଜିକରଣ କରିପାରିବେ ୧୮ ବର୍ଷରୁ ଅଧିକ ବ୍ୟକ୍ତି

୧୨- ନୂଆଦିଲ୍ଲୀ:ଜିଓ ଓ ଏୟାରଟେଲ ପକ୍ଷରୁ ଦେଶରେ ୫ଜି ମୋବାଇଲ ପ୍ରଯୁକ୍ତିର ପରୀକ୍ଷଣ ଆରମ୍ଭ

୧୩- କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ: ପାରାଗୁଏ ବିଜୟୀ, ଆର୍ଜେଣ୍ଟିନା-ଚିଲି ମୁକାବିଲା ୧-୧ରେ ଶେଷ

Leave A Reply

Your email address will not be published.