ଡାବୁ ରତ୍ନାନୀଙ୍କ କ୍ୟାଲେଣ୍ଡର ପାଇଁ ନଗ୍ନ ବା ଟପଲେସ୍ ହୋଇଥିବା ଅଭିନେତ୍ରୀ

0

ଡାବୁ ରତ୍ନାନୀଙ୍କ ଫୋଟୋଗ୍ରାଫି ସିନେମା ଜଗତ ରେ ବହୁତ ହିଁ ପ୍ରସିଦ୍ଧ | ସବୁ ଅଭିନେତା ଏବଂ ଅଭିନେତ୍ରୀ ତାଙ୍କ ଫୋଟୋଗ୍ରାଫି ର ପ୍ରଶସଂକ ଅଟନ୍ତି | ସବୁ ଅଭିନେତା ଏବଂ ଅଭିନେତ୍ରୀ ତାଙ୍କ ପାଖରେ ଫୋଟୋ ଉଠେଇବାକୁ ଲମ୍ବା ଲାଇନ ଦେଇଥାନ୍ତି | ସେଲିବ୍ରିଟି ଫଟୋଗ୍ରାଫର, ଡାବୁ ରତ୍ନାନୀଙ୍କ ବାର୍ଷିକ କ୍ୟାଲେଣ୍ଡର ଫୋଟୋଗ୍ରାଫି ପାଇଁ ସବୁ ଅଭିନେତ୍ରୀ ଓ ଅଭିନେତା ଇଚ୍ଛା ପ୍ରକାଶ କରିଥାନ୍ତି | ଅମ୍ବାନି ଠାରୁ ନେଇ ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା,ଐଶ୍ୱର୍ଯ୍ୟା ରାଏ ,ଶାହରୁଖ ଖାନ, ବିଦ୍ୟା ବାଲାନ ଏବଂ ଅନ୍ୟାନ ସେଲିବ୍ରେଟି ମାନେ ଡାବୁ ରତ୍ନାନୀଙ୍କ ପାଖରେ ଫୋଟୋ ଉଠାଇଛନ୍ତି | ଡାବୁ ରତ୍ନାନୀଙ୍କ ବାର୍ଷିକ କ୍ୟାଲେଣ୍ଡର ଫୋଟୋଗ୍ରାଫି ପାଇଁ ଅଭିନେତ୍ରୀ କିଆରା ଆଡଭାନି ଏବଂ ସନ୍ନି ଲିଓନି ଯଥାକ୍ରମେ ନଗ୍ନ ବା ଟପଲେସ୍ ହୋଇଛନ୍ତି | ଡାବୁ ରତ୍ନାନୀ ତାଙ୍କ ବାର୍ଷିକ କ୍ୟାଲେଣ୍ଡର ପାଇଁ ଭିନ୍ନ ଅବତାର ରେ ଅଭିନେତ୍ରୀ ମାନଙ୍କ ଭିନ୍ନ ଭିନ୍ନ ଟପଲେସ୍ ପୋଜ୍ ରେ ଫୋଟୋ ଉଠାଇଥାନ୍ତି | ସୁଟିଂ ପାଇଁ ଟପଲେସ୍ ପୋଜ୍ କିମ୍ବା ସମ୍ପୂର୍ଣ୍ଣ ନଗ୍ନ ହେବାକୁ ପଡିଥାଏ |

ଆସନ୍ତୁ ଜାଣିବା ଡାବୁ ରତ୍ନାନୀଙ୍କ କ୍ୟାଲେଣ୍ଡର ପାଇଁ କେଉଁ କେଉଁ ଅଭିନେତ୍ରୀ ଟପଲେସ୍ ଏବଂ ସୁଟିଂ ପାଇଁ ନଗ୍ନ ହୋଇଛନ୍ତି :

1. ସନ୍ନି ଲିଓନି

2. କିଆରା ଆଡଭାନୀ

3. କ୍ରିତି ସାନନ୍

4. ଶ୍ରଦ୍ଧା କପୁର

5. ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

6. ଦିଶା ପଟାନି

7. ଭୁମି ପେଡନେକର

8. ରିଆ ସେନ

9. ଲିସା ହେଡେନ୍

10. ବିପାସା ବାଶୁ

Leave A Reply

Your email address will not be published.