ଏ ବର୍ଷ ର ନୂଆ ଯୋଡି ବହୁତ ଜଲ୍ଦି ଅନସ୍କ୍ରିନ ରେ ନଜର ଆସିବେ

0

Covid 19 ଯୋଗୁ ଅନେକ ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଥିବାବେଳେ ମଧ୍ୟ୍ୟ ରିଲିଜ୍ ହୋଇ ପାରିନାହିଁ | ଏବେ ଅନେକ ନୂଆ ଯୋଡି ଦର୍ଶକ ମାନେ ଦେଖି ପାରିବେ ଯାହା ଆଗରୁ ଅନସ୍କ୍ରିନ ରେ ଦେଖି ନ ଥିବେ | ଏ ଥର ଅନେକ ନୂଆ ଯୋଡି ଶୀଘ୍ର ନଜର ଆସିବେ ଯାହାକୁ ବଲିଉଡ ପ୍ରଶଂସକମାନେ ଅନେକ ଦିନ ହେଲା ଅପେକ୍ଷା କରିଛନ୍ତି |

1- ରଣବୀର କପୁର ଏବଂ ଶ୍ରଦ୍ଧା କପୁର (Luv Ranjan’s untitled next)

2- ବିଜୟ ଭର୍ମା ଏବଂ ଆଲିଆ ଭଟ୍ଟ (Darlings)

3- ରଣଭୀର ସିଂ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ (Cirkus)

4- ରାଜକୁମାର ରାଓ ଏବଂ ଭୁମି ପେଡନେକର (Badhai do)

5- ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବାରାକୋଣ୍ଡା (Liger)

6- ରଣବୀର କପୁର ଏବଂ ଆଲିଆ ଭଟ୍ଟ (Brahmastra)

7- ଜନ୍ ଅବ୍ରହାମ ଏବଂ ଦିବ୍ୟ ଖୋସଲା କୁମାର (Satyameva Jayate 2)

8- ରଣଭୀର ସିଂ ଏବଂ ଶାଲିନୀ ପାଣ୍ଡେ (Jayeshbhai Jordaar)

9- ଅକ୍ଷୟ କୁମାର-ସାରା ଅଲି ଖାନ-ଧନୁଷ (Atrangi Re)

10- ଅକ୍ଷୟ କୁମାର ଏବଂ ମନୁଷୀ ଚିଲାର (Prithviraj)

Leave A Reply

Your email address will not be published.