ବର୍ଦ୍ଧିତ ଲକ୍ ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍

0

ଦେଶରେ ମହାମାରୀ କରୋନା ଭାଇରସ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ଉପାୟ ଅବଲମ୍ବନ କରିଥିଲେ l ଲକ୍ ଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 3 ପର୍ଯ୍ୟନ୍ତ ବଢାଇଛନ୍ତି l ଏହି ବର୍ଦ୍ଧିତ ଲକ୍ ଡାଉନ୍ କୁ ମେ 3 ତାରିଖ ପର୍ଯ୍ୟନ୍ତ ମାନିବାକୁ ଥିବା କେତେକ ମାର୍ଗ ଦର୍ଶିକା ଜାରି କରିଛନ୍ତି l
1- ତମ୍ବାଖୁ, ଗୁଟଖା ଏବଂ ନିଶା ଦ୍ରବ୍ୟକୁ ନିଷେଧ କରିଛନ୍ତି l
2- ସର୍ବ ସାଧାରଣ ଜାଗାରେ ଛେପ ପକାଇଲେ ଜରିମାନା ଲାଗୁ କରାଯିବ l
3- ମାକ୍ସ, ମୁଖା ବରଣ କୁ ବାଧ୍ୟତା ମୂଳକ କରାଯାଇଛି l
4- ସାର୍ବଜନୀନ ସ୍ଥାନ କିମ୍ବା ପ୍ରତିଷ୍ଠାନ ରେ 5 ଜଣ ରୁ ଅଧିକ ଲୋକ ବlରଣ କରାଯାଇଛି l
5- ବିବାହ, ବ୍ରତ, ଶବଦାହ ଭଳି କାର୍ଯ୍ୟକ୍ରମ କୁ ଜିଲ୍ଲା ମାଜିଷ୍ଟ୍ରେଟ ନିୟନ୍ତ୍ରଣ କରିବେ l
6- ବଡ ଧାରଣର ଆୟୋଜନ ଉପରେ ରୋକ୍ ଲଗାଯାଇଛି l
7- ପ୍ରତେକ ପ୍ରତିଷ୍ଠାନ ରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି l
8- କର୍ମସ୍ଥାଳୀ ମାନଙ୍କରେ ବିଭିନ୍ନ ସମୟରେ ଲଞ୍ଚ ବ୍ରେକ୍ କରିବା, 65 ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଘରେ ରହି କାମ କରିବାକୁ ବ୍ୟବସ୍ଥା କରାଇବା l
9 – ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରିବା l
10 – ପ୍ରତେକ ସିଫ୍ଟରେ କର୍ମସ୍ଥାଳୀ କୁ ସାନିଟାଇଜ୍ କରିବା l

Leave A Reply

Your email address will not be published.