ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ

0

ବିଶ୍ଵ ଏବେ କରୋନା କୁ ନେଇ ବହୁ ସଂକଟ ଦେଇ ଗତିକରୁଛି l ବିଶ୍ଵରେ 11 ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ଯା 59 ହଜାର ରେ ପହଁଞ୍ଚିଛି l ଜନସ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ର ତଥ୍ୟ ଅନୁସାରେ 48 ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ କୁ ବୃଦ୍ଧି ପାଇବାରେ ଲାଗିଛି l

ସେପଟେ ଇଟାଲି ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 14.681 ରେ ପହଁଚି ଥିବା ବେଳେ ସ୍ପେନ୍ ରେ ମୃତ୍ୟୁ ସଂଖ୍ୟା 11.198 ରେ ପହଁଞ୍ଚିଛି l ଅନ୍ୟତମ ଶକ୍ତିଶାଳୀ ଦେଶ ଆମେରିକାରେ 2.77.965 ଜଣ ସଂକ୍ରମିତ ବ୍ୟକ୍ତି ଥିବାବେଳେ ମୃତ୍ୟୁ ସଂଖ୍ୟା 7.159 କୁ ପହଁଞ୍ଚିଛି l ଫ୍ରାନ୍ସ, ଇଂଲଣ୍ଡ, ଇରାନ୍ ରେ ଚୀନ ଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି l ଏହି ପ୍ରାଣଘାତୀ କରୋନା ଭାଇରସ୍ ଠାରୁ ବର୍ତିବା ପାଇଁ ବିଶ୍ୱର ଅଧତ୍କାଂଶ ଦେଶ ଲକ୍ ଡାଉନ୍ ପ୍ରକ୍ରିୟାକୁ ଆପଣେଇଛନ୍ତି l

Leave A Reply

Your email address will not be published.