ମୋରଡା ବିଧାନସଭା ବିଜେଡି ଦଳ ପକ୍ଷରୁ ପ୍ରୀତିନନ୍ଦା କାନୁନଗୋଙ୍କୁ ପାର୍ଥୀ ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋରଡା ବିଧାନସଭା ପାଇଁ ବିଜେଡି ପ୍ରୀତିନନ୍ଦା କାନୁନଗୋଙ୍କୁ ପାର୍ଥୀ ଘୋଷଣା ପରେ ସେ ବାରିପଦାରେ ଦେଲେ ପ୍ରତିକ୍ରିୟା ମୋରଡା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦଳ ପକ୍ଷରୁ ପ୍ରୀତିନନ୍ଦା କାନୁନଗୋଙ୍କୁ ପାର୍ଥୀ ଘୋଷଣା କରିଛି।

ତେବେ ଘୋଷଣା ପରେ ଆଜି ସଂଧ୍ୟା ୭.୩୦ ରେ ବାରିପଦା ସ୍ଥିତ ନିଜ ବାସଭବନ ଠାରେ ପ୍ରତିକ୍ରିୟା ଦେଲେ ପ୍ରୀତିନନ୍ଦା କାନୁନଗୋ। ବାରିପଦା ବିଧାନସଭା ପାଇଁ ବିଜେଡି ସାନନ୍ଦ ମାରାଣ୍ଡିଙ୍କୁ ପାର୍ଥୀ ଘୋଷଣା ପରେ ସେ ବାରିପଦାର ବିଜେଡି କାର୍ଯ୍ୟାଳୟରେ ଦେଲେ ପ୍ରତିକ୍ରିୟା |

ବାରିପଦା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦଳ ପକ୍ଷରୁ ସାନନ୍ଦ ମାରାଣ୍ଡିଙ୍କୁ ପାର୍ଥୀ ଘୋଷଣା କରିଛି। ତେବେ ଘୋଷଣା ପରେ ଆଜି ରାତି ୮ ରେ ବାରିପଦା ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ଦେଲେ ସାନନ୍ଦ ମାରାଣ୍ଡି।

Leave A Reply

Your email address will not be published.