ପାଣିଟାଙ୍କି ନେଇ ଅଭିଯୋଗ

ଜଳ ପାଇଁ ଦର୍ପନାରାୟଣ ପୁର ପଞ୍ଚାୟତ ବସି ।

0

ଓଡିଆ ନ୍ୟୁଜ, ନୟାଗଡ: ସରକାର ସାଧାରଣ ଜନତା କିଭଳି ସୁଦ୍ଧ, ସ୍ୱଚ୍ଛ ପାନୀୟ ଜଳ ଟିକେ ପାଇପାରିବେ ସେଥିପାଇଁ ଗ୍ରାମାଞ୍ଚଳ ରେ କୋଟି କୋଟି ଟଙ୍କା ବେୟ କରୁଛନ୍ତି ଏ ହେଉଛି ଜଳ ଯୋଗାଣ ବିଭାଗର ସ୍ପଷ୍ଟଚିତ୍ର . ଦ୍ରିଘ ବର୍ଷ ହେବ ଆକାଶକୁ ଛୁଇଁଲାଭଳି ପାଣି ଟାଙ୍କି ତିଆରି ହେଇଛି ହେଲେ ଏଯାବତ କାର୍ଯ୍ୟକ୍ଷମ ହେଇପାରିଲା ନାହିଁ ଆଜକୁ 10ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ଆଖିରେ ପଟି ପିନ୍ଧିଥିଲା ପରି କାର୍ଯ୍ୟ ଚାଲିଛି ! ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ. ଏ ହେଉଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର କଲେଜ କୁ ଲାଗି ରହିଥିବା ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ପାଣିଟାଙ୍କିର ଦୃଶ୍ୟ ଗୋଟିଏ ପଟେ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳ ବିକଳ ହେଉଥିଲା ବେଳେ ମଧ୍ୟ ସ୍ଥାନୀୟ ପ୍ରଶାସନ ଆଜିପର୍ଯ୍ୟନ୍ତ ଜଳର ଅଭାବକୁ ଦୂର କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି !ଏ ହେଉଛି ଦର୍ପନାରାୟଣପୁର ବସୁଧା ଯୋଜନାର ପାଣିଟାଙ୍କି ନା ବସିଛି ମେସିନ ନା ଖୋଳାହେଇଛି ବୋରିଙ୍ଗି କିପରି ଏ ଅନ୍ଧ ସରକାରି ବାବୁଙ୍କ ବୁଝାମଣା ପଚାଶ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି!ବିଭାଗୀୟ କର୍ମଚାରୀ ଏବଂ ଠିକାଦାର ଙ୍କ ସହ ହାତ ମିଶାଇ ଟଙ୍କାକୁ ଚଳୁ କରିଥିବାର ଚିତ୍ର !ପାଣୀ ଟାଙ୍କି ଭାଂଗିକି ନଷ୍ଟହେବାରେ ବସିଲାଣି ହେଲେ କାର୍ଯ୍ୟ କାରି ହେଇପାରିଲା ନାହିଁ !ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଆଗ ଜଳର ସ୍ତର ଦେଖି ଟାଙ୍କି ବଷାଇବା ପାଇଁ ଯୋଜନା ଅଛି ନା ଟାଙ୍କି କରିସାରି ବୋରିଂ ଖୋଳିବାର ଅଛି!ଯଦି ଏହି ଟାଙ୍କି ଭାଙ୍ଗି କି ଲୋକମାନଙ୍କ ଉପରେ ପଡି କୋୖଣସି ଧନ ଜୀବନ ହାନି ହୁଏ ସେଥିପାଇଁ ଦାୟୀ ରହିବେ ତ ସରକାରି ବାବୁ ଓ ଠିକାଦାର ? ଦେଖନ୍ତୁ ସାଧାରଣ ଲୋକମାନେ କଣ କହୁଛନ୍ତି

Leave A Reply

Your email address will not be published.