୧୧ ୱେବସାଇଟକୁ ସାବଧାନ

0

ଓଡ଼ିଆ ନ୍ୟୁଜ୍: ୧୧ ଫେକ୍‌ ୱେବସାଇଟ୍‌ URLs ଠାରୁ ଦୂରେଇ ରହିବାକୁ ପରାମର୍ଶ।୧୧ ଫେକ୍‌ ୱେବସାଇଟ୍‌ର ତାଲିକା ଜାରି କଲା କ୍ରାଇମବ୍ରାଞ୍ଚ୍‌।ବିଶେଷ କରି ହୋଟେଲ୍‌ ବୁକିଂ ପାଇଁ ଠକେଇ ଚାଲିଥିବା ଜଣାଇଲା।UPI, ୱାଲେଟ୍‌ ଓ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଠକେଇ କରୁଛନ୍ତି।ଠକେଇର ଶିକାର ହେଲେ ତୁରନ୍ତ ୧୯୩୦କୁ ଡାଏଲ୍‌ କରନ୍ତୁ।ରଥଯାତ୍ରାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନ କଲା କ୍ରାଇମବ୍ରାଞ୍ଚ୍‌। ଏହି ସମୟରେ ଆପଣମାନେ ସାଇବର ଠକେଇର ଶିକାର ହୋଇପାରନ୍ତି। ତେଣୁ ସତର୍କତାର ସହ ଟଙ୍କା ନେଣଦେନ କରନ୍ତୁ।

Leave A Reply

Your email address will not be published.