୧୨ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ଦନ୍ତେୱାଡ଼ାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ।ମୁଖ୍ୟ ସ୍ରୋତରେ ଫେରିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି ୧୨ ମାଓବାଦୀ।୧୨ ଜଣଙ୍କ ମଧ୍ୟରୁ ୯ ମାଓବାଦୀଙ୍କ ଉପରେ ୨୮ ଲକ୍ଷର ପୁରସ୍କାର ଥିଲା।

Leave A Reply

Your email address will not be published.