ବିଜାପୁର ଠାରେ ୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ଛତିଶଗଡ ବିଜାପୁର ଠାରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଓଡିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିବା ଜଣେ ମାଓବାଦୀଙ୍କ ସମେତ ବହୁ କାଡର ମାଓବାଦୀ ବିଜାପୁର ଠାରେ ଆତ୍ମସମର୍ପଣ କରିଛନ୍ତି ।

ବିଶେଷ କରି ମାଓବାଦୀଙ୍କ ପିଏଲଜିଏ କମ୍ପାନୀର କମାଣ୍ଡର, ବାଟାଲିୟନ ନଂ ୧, ମାଓ ଡିଭିଜନ କମିଟିର ବହୁ କମାଣ୍ଡର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରି ଥିବା ୨୪ ମାଓବାଦୀଙ୍କ ନାଁରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।

Leave A Reply

Your email address will not be published.