ଅହମ୍ମଦାବାଦ ବିମାନ ଦୁର୍ଘଟଣା, ମିଳିଲା ଦ୍ବିତୀୟ ବ୍ଲାକ୍‌ବକ୍ସ

0

ଓଡ଼ିଆ ନ୍ୟୁଜ୍: ମିଳିଲା ଦ୍ବିତୀୟ ବ୍ଲାକବକ୍ସ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସ୍ଥଳରୁ ଦ୍ବିତୀୟ ବ୍ଲାକ ବକ୍ସ ଉଦ୍ଧାର ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବ୍ଲାକ ବକ୍ସ ମିଳିଥିବା ନେଇ ପିଟିଆର ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ବାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି ।

ଗତକାଲି ପିକେ ମିଶ୍ର ବିମାନଦୁର୍ଘଟଣା ସ୍ଥଳ ବୁଲିବା ସ୍ଥଳୀର ଛାନଭିନ କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ । ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତରକାରୀ ଟିମ୍ ବିମାନ ଡାଟା ରେକର୍ଡର ଜବତ କରିଥିଲା । ଆଉ ଏବେ କକପିଟ୍ ଭଏସ ରେକର୍ଡର ଜତବ ହୋଇଛି । ଉଭୟ ବ୍କାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହ ସୁରକ୍ଷିତ ରଖଯାଇଛି ।

Leave A Reply

Your email address will not be published.