ଆସନ୍ତା କାଲି ପ୍ରକାଶ ପାଇବ ପୌର ନିର୍ବାଚନ ଫଳଫଳ, କିନ୍ତୁ ତା ପୁର୍ବରୁ ୩ ପ୍ରମୁଖ ଦଳ ଆକଳନ କଲେଣି ଫଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୌର ନିର୍ବାଚନ ଭୋଟ ପରେ ଆସନ୍ତା କାଲି ପ୍ରକାଶ ପାଇବ ପୋୖର ଫଳାଫଳ । ତା ପୂର୍ଵରୁ ରାଜନୈତିକ ଦଳର ଆକଳନ । ନିର୍ବାଚନରେ ବିଜେପି 30ରୁ 35 ଟି ପୌର ପରିଷଦ ଦଖଲ କରିବ। ବିଜେପି ବିଧାୟକ ବିଷ୍ଣୁ ସେଠିଙ୍କ ଆକଳନ । କଂଗ୍ରେସ କହିଛି 17 ଟି ପୌର ପରିଷଦ ଦଖଲ କରିବ ଦଳ ।

କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବା ବେଳେ ବିଜେପି 10 ଆସନ ସହ ତୃତୀୟ ରେ ରହିବ ଏବଂ ଅନ୍ୟ ସବୁ ଶଙ୍ଖ ପାଇବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଗଣତି ପରେ ରେଜଲ୍ଟ କଣ ହେବ ଜଣାପଡ଼ିବ । ବହୁତ ସ୍ଥାନରେ କଂଗ୍ରେସ ଭଲ ଫାଇଟ ଦେଇଛି ।

ସେପଟେ ବିଜେଡି କହିଛି ପଂଚାୟତ ନିର୍ବାଚନ ପରି ହେବ ପୌର ନିର୍ବାଚନର ଫଳାଫଳ । 95 ପ୍ରତିଶତ ଆସନ ହାତେଇବ ବିଜେଡି । ଫିଲଡ଼ରେ ବିରୋଧୀ ନଥିଲେ ବୋଲି ବିଜେଡି କହିଛି।

Leave A Reply

Your email address will not be published.