ଓଡ଼ିଆ ନ୍ୟୁଜ୍: ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା। ୩୦ରୁ ଅଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଆଶଙ୍କା।ଗୁରୁତର ୩୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି, ମୃତ୍ୟୁସଂଖ୍ୟା ବଢିପାରେ।‘ତାମିଝାଗା ଭେଟ୍ରି କାଝଗମ୍’ (TVK) ମୁଖ୍ୟ ବିଜୟ।
ବିଜୟଙ୍କ ରାଲିରେ ଲକ୍ଷାଧିକ ପ୍ରଶଂସକଙ୍କ ସମାଗମ ହୋଇଥିଲା। ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍।ବିଜୟ ନିକଟରେ ଟିଭିକେ ନାମକ ଏକ ନୂଆ ଦଳ ଗଠନ କରିଛନ୍ତି । ଏହା ଡିଏମକେ କିମ୍ବା ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିସାରିଛନ୍ତି ।