ଓଡ଼ିଶାରେ ହେବ ୯୨ଟି ରେଳ ଓଭର ବ୍ରିଜ୍‌

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ହେବ ୯୨ଟି ରେଳ ଓଭର ବ୍ରିଜ୍‌।ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ। ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟର ମିଳିଛି ଅନୁମୋଦନ। ପୂର୍ବରୁ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ୫୦-୫୦ ଅନୁପାତ ସ୍ଥିର ହୋଇଥିଲା।ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ରେଳ ମନ୍ତ୍ରାଳୟ ସବୁ ଖର୍ଚ୍ଚ ବହନ ପାଇଁ ରାଜି ହୋଇଛି।ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।

ପୂର୍ବରୁ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ୫୦-୫୦ ଅନୁପାତ ସ୍ଥିର ହୋଇଥିଲା। ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ରେଳ ମନ୍ତ୍ରାଳୟ ସବୁ ଖର୍ଚ୍ଚ ବହନ ପାଇଁ ରାଜି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.