ଓଡ଼ିଆ ନ୍ୟୁଜ୍: କଟକ ନେତାଜୀ ସୁଭାଷ ବୋଷ ସେତୁ ଉପରେ ସିରିଜ୍ ଦୁର୍ଘଟଣ ନେତାଜୀ ହି ଦୁର୍ଘଟଣାରେ ପାଞ୍ଚୋଟି କାର ପଛକୁ ପଛ ପିଟି ହୋଇଛି । ବାରଙ୍ଗ ସୁଭାଷ ସେତୁ ଉପରେ ୫ଟି ଗାଡି ପଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି ।
ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ବଡ଼ ଦୁର୍ଘଟଣାରୁ କାର୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ମର୍କତନଗର ପୁଲିସର ଯାଞ୍ଚ ଆରମ୍ଭ କରିଛି ।