ଏଥର ବେଙ୍ଗଲରେ ବିଜେପି ସରକାର: ଶାହ

0

ଓଡ଼ିଆ ନ୍ୟୁଜ୍: ମମତା ବାନାର୍ଜୀଙ୍କୁ ଅମିତ ଶାହଙ୍କ ଟାର୍ଗେଟ। ବେଙ୍ଗଲ ଗସ୍ତରେ ଯାଇ ମମତାଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।‘୨୦୨୬ ପରେ ମମତା ଆଉ ବେଙ୍ଗଲର ମୁଖ୍ୟମନ୍ତ୍ରୀ ରହିପାରିବେନି’। ‘ତୁଷ୍ଟୀକରଣ ପାଇଁ ମମତା ବେଙ୍ଗଲକୁ ଅନୁପ୍ରବେଶକାରୀଙ୍କୁ ଦେଇ ଦେଇଛନ୍ତି’।

‘ମୁର୍ଶିଦାବାଦ ହିଂସା ହେଉଛି ରାଜ୍ୟ ପ୍ରାୟୋଜିତ କାଣ୍ଡ’।’ମୁର୍ଶିଦାବାଦ ହିଂସାରେ ବେଙ୍ଗଲର ମନ୍ତ୍ରୀମାନେ ସଂଶ୍ଲିଷ୍ଟ’।‘ହିନ୍ଦୁ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି ମମତା ସରକାର’।‘ୱକ୍‌ଫ ଆଇନକୁ ଏଥିପାଇଁ ମମତା ବିରୋଧ କରୁଛନ୍ତି’।‘୨୦୨୬ରେ ବିଜେପି ହିଁ ବେଙ୍ଗଲରେ ସରକାର ଗଢ଼ିବ ବୋଲି କହିଲେ ଅମିତ ଶାହ।

Leave A Reply

Your email address will not be published.