ଅଙ୍ଗନବାଡିକୁ ସଶକ୍ତ କରିବାକୁ ‘AWESOME’

0

ଓଡ଼ିଆ ନ୍ୟୁଜ୍: ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ୍‌ ‘AWESOME’। ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ୍‌ ମନିଟରଙ୍ଗି Everywhere ଆପ୍‌।ଏହି ଆପ୍‌ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ। ଆପ୍‌ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍‌ ବ୍ୟାକ ଦେଇ ପାରିବେ।ଆପ୍‌ର ବିକାଶ ପାଇଁ NIPCCD ସହ ମହିଳା ଓ ଶିଶୁ ବିକାଶ ବିଭାଗର mou।

Leave A Reply

Your email address will not be published.