ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ଏମ୍ସ ନର୍ସିଂ ଆସୋସିଏସନ୍ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ।ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି, ୬ ଜଣ ଆକ୍ରମଣ କରିଥିବା ଅଭିଯୋଗ।ପାତ୍ରପଡ଼ା ବସ୍ ଷ୍ଟପ୍ ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ। ଖଣ୍ଡଗିରି ଥାନାରେ ଏତଲା, ଆକ୍ରମଣର କାରଣ ଅସ୍ପଷ୍ଟ।ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଏମ୍ସ ନର୍ସିଂ ସଙ୍ଘ ପକ୍ଷରୁ କ୍ୟାଣ୍ଡେଲ୍ ରାଲି।
ଏନେଇ ଖଣ୍ଡଗିରି ଥାନାରେ ଦ୍ୱାରସ୍ତ ହେଲେ ଆହତଙ୍କ ସହଯୋଗୀ । ଆକ୍ରମଣରେ ସଭାପତି ରମେଶ ପନଙ୍କୁପତି ଗୁରୁତର ଆହତ ହୋଇଥିବା ସୂଚନା । ଆକ୍ରମଣର କାରଣ କଣ ଓ କିଏ ଏହା ପଛରେ ରହିଛି, ସେନେଇ ଉଠିଛି ପ୍ରଶ୍ନ । ଘଟଣା ପରେ ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ହସ୍ପିଟାଲର ପାଚେରୀ ବାହାରେ ହଟାତ 6 ଜଣ ଦୃର୍ବତ୍ତ ଆସି ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ।