ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ତେଲ ଦର

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖାଉଟିଙ୍କ ପାଇଁ ଖୁସି ଖବର। ଦେଶରେ  ଖାଉଟିଙ୍କୁ ମିଳିଛି ଆଶ୍ୱସ୍ତି । ସୋରିଷ ତେଲର ଦାମରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଣିକି ଶସ୍ତାରେ ମିଳିପାରିବ ସୋରିଷ ତେଲ । ତେବେ ଏହି ଦାମ୍…
Read More...

ତତଲା ତାୱାରେ ଭାଜି ହେଉଛି ଓଡିଶା, ୪୦ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଏତେ ଗରମ ହେଉଛି ଯେ, ନା ବାହାରକୁ ବାହାରି ହେଉଛି, ନା ଘରେ ରହି ହେଉଛି । ସକାଳ ନହେଉଣୁ ବାଘ ଭଳିଆ ମାଡି ଆସୁଛି ଖରା । ଉପକୂଳଠୁ ଆରମ୍ଭ…
Read More...

ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ନଡାକିବା ପ୍ରସଙ୍ଗ, ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ସବୁଥିରେ ଦୋଷତ୍ରୁଟି…

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ । ଆଜି ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଆଜିର ଦିନରେ ଆମ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ରାଜଧାନୀରେ ବିଭିନ୍ନ…
Read More...

ଏବର୍ଷ ପାୱାର କଟ ହେବନାହିଁ କହିଲେ ଶକ୍ତିମନ୍ତ୍ରୀ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତତଲା ତାୱାରେ ଭାଜି ହେଉଛି ଓଡିଶା। ସକାଳ ନହେଉଣୁ ବାଘ ଭଳିଆ ମାଡି ଆସୁଛି ଖରା। ସେପଟେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ପଙ୍ଖା, କୁଲର ଓ ଏସି ଉପରେ ନିର୍ଭର କରୁଥୁବାବେଳେ ସଭିଙ୍କୁ…
Read More...

ଘିମିରି ଟେନସନ ଦେଉଛିକି? ଆପଣାନ୍ତୁ ଏହି ଘରୋଇ ଉପାୟ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଜଳୁଛି ଓଡିଶା, ଡହଳ ବିକଳ ହେଉଛନ୍ତି ଜନଜୀବନ। ଓଃ କି ଗରମ ! ଏହି ପଦକ କଥା ଏବେ ଅଧିକାଂଶଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେବେ ଯେଉଁମାନେ କର୍ମଜୀବୀ ସେମାନଙ୍କୁ ତ ନିଶ୍ଚୟ ବାହାରକୁ ଯିବାକୁ…
Read More...

ଏକୁଟିଆ ବସି ଝିଅମାନେ ଗୁଗୁଲରେ ସର୍ଚ୍ଚ କରନ୍ତି ଏହି ସବୁ ଜିନିଷ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗୁଗଲ ଏବେ ସମ୍ପୂର୍ଣ୍ଣ ସଭ୍ୟତାକୁ କବଳିତ କରି ରଖିଛି। ଛୋଟ ଛୁଆଟିଏ ତାର ପ୍ରଶ୍ନକୁ ନେଇ ଆଉ ପିତାମାତା ନିକଟକୁ ଯାଉନି ସିଧା ଗୁଗଲ ସର୍ଚ୍ଚ ଇଞ୍ଜିନ ସାଉଁଟୁଛି। ମାତ୍ର କିଛି ସମୟରେ ମିଳି ଯାଉଛି…
Read More...

ସାବଧାନ! ହୁ ହୁ ହୋଇ ମାଡୁଛି କରୋନା

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପୁଣି କାୟା ମେଲାଉଛି କରୋନା । ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ହେଉଛି । ଏହା ସହିତ କରୋନାଜନିତ…
Read More...

ଆସିଲା ୨୦୨୩ପାଇଁ ଶିକ୍ଷାବର୍ଷ, ରହିଛି ୨୩୨ଟି କାର୍ଯ୍ୟ ଦିବସ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ଭିତରେ କାଲି ଚାରି ଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା ହୋଇଛି । ଚଳିତ ବର୍ଷ ମଇ ୫ରୁ ସ୍କୁଲରେ ଖରାଛୁଟି ଆରମ୍ଭ ହେବ ।  ଜୁନ…
Read More...

ଆସନ୍ତା ୩ ଦିନ ପ୍ରବଳ ତାତି, ସତର୍କ ସୂଚନା ଜାରି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତି ତ ତାତି, ପ୍ରବଳ ତାତି। ସକାଳୁ ସକାଳୁ ବାଘ ଭଳିଆ ମାଡି ଆସୁଛି ଖରା। ଏତେ ମାତ୍ରାରେ ଗରମ ହେଉଛି ଯେ, ଘରୁ ବାହାରକୁ ଯିବା ସମ୍ଭବ ହେଉନାହିଁ । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଚଣ୍ଡ…
Read More...

ଝାରସୁଗୁଡା ଉପନିର୍ବାଚନ : ୧୮ରେ ନାମାଙ୍କନ ଭରିବେ ଦୀପାଳି

ଝାରସୁଗୁଡା : ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ। ଏଥିପାଇଁ ନିକଟରେ ୩ ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏହାରି ଭିତରେ ଆସନ୍ତା ୧୮ରେ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ…
Read More...