ଦୁଃଖଦ ଖବର, କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲା ଚିତା ସୁରଜ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଦୁଃଖଦ ଖବର।  ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ସୂରଜ। ଏହା ସହିତ ଗତ ୫ ମାସରେ ଏଠାରେ ୩ଟି ଶାବକ ସମେତ ୮ଟି ଚିତା ବାଘର ମୃତ୍ୟୁ ଘଟିଛି। ଏହା…
Read More...

ଆସନ୍ତା ୫ ଦିନ ରାଜ୍ୟରେ କାଚିବ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଲାଗି ରହିଛି। ଏ ପରିସ୍ଥିତିରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନାରରୁ ବାହାରି ଆଲୱାର୍‌, ଗଓ୍ଵାଲିୟର, ସିଦ୍ଧି, ଡାଲଟନଗଞ୍ଜ ଏବଂ…
Read More...

ପ୍ରତୀକ୍ଷାର ଘଟିଲା ଅନ୍ତ, ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-3

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭାରତ ଇତିହାସ ଯୋଡି ହେଲା ନୂଆ ଫର୍ଦ୍ଦ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ…
Read More...

ଚାଷୀଙ୍କ ପାଇଁ ଖୁସି ଖବର, ୨ ହେକ୍ଟର ଚାଷ ଜମିର ପ୍ରିମିୟମ ଦେବେ ସରକାର

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମାର ପ୍ରିମିୟମ ରାଶି  ବହନ କରିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଏହାକୁ କାର୍ଯ୍ୟକାରୀ କରାଯାଇଛି ସତ, କିନ୍ତୁ ସମୁଦାୟ ଜମି ନୁହେଁ ବରଂ ୨…
Read More...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ, ହତ୍ୟା ପାଇଁ ମା’ ସମଲେଇଙ୍କ ମନ୍ଦିରକୁ ଯାଇ ଶପଥ ନେଇଥିଲା…

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ନବ ଦାସଙ୍କୁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ।  ୫ ଶହ ପୃଷ୍ଠାର ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଏଭଳି…
Read More...

ଟମାଟୋ ଦରରେ ଆଶ୍ୱସ୍ତି, କିଲୋପ୍ରତି ୯୦ ଟଙ୍କା ଦରରେ ଖାଉଟିଙ୍କୁ ଟମାଟୋ ବିକିବେ ସରକାର

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଟମାଟୋ ଦରରେ ଲାଗିଛି ନିଆଁ । ଦେଶରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଟମାଟୋ ଦରର ମୁକାବିଲା ଲାଗି ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ପାଟନା ଓ ଦେଶର ଆଉ କେତେକ ସୁନିର୍ବାଚିତ ସହରରେ କେନ୍ଦ୍ର…
Read More...

ଭାରତ ଉପରେ ସାରା ବିଶ୍ୱର ନଜର, ଭାରତର ରକେଟ୍‌ ଓମ୍ୟାନ୍‌ ‘ସୁପରିଚିତା ଋତୁ କରିଧାଲ୍‌ ଶ୍ରୀବାସ୍ତବ’ଙ୍କ ନେତୃତ୍ୱରେ…

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ଭାରତ ପାଇଁ ଗର୍ବ ଗୌରବର ଦିନ । ଅପରାହ୍ଣ ୨.୩୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାକୁ ଥିବା ଭାରତର ତୃତୀୟ ଚନ୍ଦ୍ରାଭିଯାନର…
Read More...

କନ୍ଦାଉଛି ଯମୁନା, ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଏବେ ଦିଲ୍ଲୀ ଓ ନୂଆଦିଲ୍ଲୀକୁ କବଳିତ କରିବାକୁ ବସିଛି । ଆସନ୍ନ ବନ୍ୟା ଆଶଙ୍କାରେ ତଳିଆ ଅଂଚଳର ଲୋକମାନେ ପିଲାଛୁଆଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି…
Read More...

ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ନିକଟତର ହେବାକୁ ଯାଉଛି : ଦିମିତ୍ରୀ ମେଡଭେଡେଭ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୟୁକ୍ରେନ ପାଇଁ ନାଟୋ ଶିଖର ସମ୍ମିଳନୀରେ  ଏକ ସୁରକ୍ଷା ପ୍ୟାକେଜ ସ୍ବାକ୍ଷରିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଡଭେଡେଭ ଚେତାବନୀ…
Read More...

ବନ୍ଦ ହେବକି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ? ସ୍ଥାୟୀ ଦୋକାନ ମାଲିକ ସଂଘ ଦେଲା ଏମିତି ଚେତାବନୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :ରାଜଧାନୀ ଉପକଣ୍ଠରେ ଥିବା ୟୁନିଟ୍ 2 ମାର୍କେଟ୍ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାୟୀ ଦୋକାନ ମାଲିକ ସଂଘ । ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ…
Read More...