ଗୋଧ୍ରା ଟ୍ରେନ୍‌ ପୋଡ଼ି: ୮ ଦୋଷୀଙ୍କ ଜାମିନ ମଂଜୁରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୦୨ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାର ଆଜି ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ଶୁଣାଣିରେ ୮ ଦୋଷୀଙ୍କ ଜାମିନ କରୁଛନ୍ତି ସୁପ୍ରିମ୍‌ କୋର୍ଟ । ତେବେ, ଏହି ଘଟଣାରେ ସଂପୃକ୍ତ ଅନ୍ୟ ୪ ଦୋଷୀଙ୍କ…
Read More...

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇର ସମନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ଅନ୍ୟ ୪ଟି ରାଜ୍ୟରେ ବିଜେପି ଦ୍ୱାରା ନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସମନ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଉଲ୍ଲେଖଯୋଗ୍ୟ,…
Read More...

ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ବନ୍ଧାହେଲେ କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ବନ୍ଧାହେଲେ କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ । ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରିଥିବାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ…
Read More...

ଶ୍ରୀମନ୍ଦିର ଅଫିସ୍‌ରୁ ଫାଇଲ ହଜିବା ଘଟଣା: କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ଅଫିସ୍‌ରୁ ଶ୍ରୀଜଗନ୍ନାଥଙ୍କ ଫାଇଲ ଫାଇଲ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ୬ ଜଣିଆ…
Read More...

ଉପନିର୍ବାଚନ ପୂର୍ବରୁ ହାତ ଛାଡ଼ି ଶଙ୍ଖ ଧରିଲେ ମହେନ୍ଦ୍ର ନାୟକ 

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡ଼ି ଶଙ୍ଖ ଧରିଲେ ଝାରସୁଗୁଡ଼ାର କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ। ଦଳୀୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ…
Read More...

ଝାରସୁଗୁଡ଼ା ଉପନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ଯାଞ୍ଚ, ୨୪ରେ ନାମାଙ୍କନ ପ୍ରତ୍ୟାହାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ ୧୪ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ…
Read More...

ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ପଦରୁ ଡୋମିନିକ୍ ରାବଙ୍କ ଇସ୍ତଫା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ପଦରୁ ଡୋମିନିକ୍ ରାବଙ୍କ ଇସ୍ତଫା । ଶୁକ୍ରବାର ଡୋମିନିକ୍ ରାବ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଅଭିଯୋଗ ଆଧାରରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସରକାରୀ…
Read More...

ଟିକାକରଣରେ ଓଡ଼ିଶା ଆଗରେ, ପ୍ରଶଂସା କଲା ୟୁନିସେଫ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶିଶୁଙ୍କ ଟିକାକରଣରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ । ୟୁନିସେଫ୍ ପକ୍ଷରୁ ଫର୍ ଏଭ୍ରି ଚାଇଲ୍ଡ, ଭ୍ୟାକ୍ସିନେସନ୍ ରିପୋର୍ଟ ‘ଦ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ୍ସ ଚିଲଡ୍ରେନ୍ ୨୦୨୩’ ପ୍ରକାଶ ପାଇଛି ।…
Read More...

ସୁଦାନରେ ସ୍ଥିତି ଅଣାୟତ ଥିବାରୁ ଦୂତାବାସ ନଆସିବାକୁ ଭାରତୀୟଙ୍କୁ ସରକାରଙ୍କ ପରାମର୍ଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁଦାନରେ ଥିବା ଭାରତୀୟଙ୍କୁ ଭାରତ ସରକାରଙ୍କ ପରାମର୍ଶ । ଦୂତାବାସ ଖୋଲା ରହିଛି ଏବଂ କାର୍ଯ୍ୟ କରୁଛି, କିନ୍ତୁ ଖାର୍ତୁମ୍ ସ୍ଥିତ ବିମାନବନ୍ଦର ନିକଟରେ ଥିବାରୁ ସେଠାରେ କୌଣସି କର୍ମଚାରୀ…
Read More...

ଜମ୍ମୁ ସେନା ଗାଡ଼ି ଗ୍ରେନେଡ୍ ମାଡ଼ ଘଟଣା: ଓଡ଼ିଆ ଯବାନ ସହିଦ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମ୍ମୁ ସେନା ଗାଡ଼ି ଗ୍ରେନେଡ୍ ମାଡ଼ ଘଟଣାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଆଜି ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ ଘଟଣାରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାଁ…
Read More...