କମୁଛି ପାଣି ବଢୁଛି ସମସ୍ୟା

0

ଓଡ଼ିଆ ନ୍ୟୁଜ୍:  ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଉତ୍ତର ବାଲେଶ୍ଵରର ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢାଇଥିବା ବେଳେ ଲୋକେ ତିନିଦିନ ହେବ ବନ୍ୟାପାଣି ଘେରରେ ଜୀବନ ବିତାଉଛନ୍ତି। ତେବେ ଏହି ବନ୍ୟାପାଣି କାହାପାଇଁ ସର୍ବନାଶ ହୋଇଥିବା ବେଳେ ଆଉ କାହାପାଇଁ ପୌଷମାସ ହୋଇଛି।

ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ଜାମକୁଣ୍ଡା ଠାରେ ସୁବର୍ଣ୍ଣରେଖାକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର କୋଷ୍ଟ କେନାଲ୍ ବାଲିକୁଟୀ ପଞ୍ଚାୟତ ଭିତରଦେଇ ବୋଳଂ ପର୍ଯ୍ୟନ୍ତ ଲାଗିଛି।

Leave A Reply

Your email address will not be published.