୯ମ ଶ୍ରେଣୀ ଛାତ୍ରକୁ ହାଣିଲା ୧୦ମ ଛାତ୍ର

0

ଓଡ଼ିଆ ନ୍ୟୁଜ୍: ୯ମ ଶ୍ରେଣୀ ଛାତ୍ରକୁ ଭୁଜାଲିରେ ହାଣିଲା ୧୦ମ ଶ୍ରେଣୀ ଛାତ୍ର। ରେମୁଣା ହାଇସ୍କୁଲ୍‌ରେ ଅଭାବନୀୟ ଘଟଣା।ଗୁରୁତର ଛାତ୍ର FM ମେଡିକାଲ୍ କଲେକରେ ଭର୍ତ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଛାତ୍ରର ଥାନାରେ ଆତ୍ମସମର୍ପଣ।ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ରେମୁଣା ହାଇସ୍କୁଲରେ।

ଆଜି ଗୁରୁତର ଛାତ୍ରଙ୍କୁ ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଛାତ୍ର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.