ଭିଜିଲାନ୍ସ ପଞ୍ଝାରେ ଭଟିମୁଣ୍ଡା PEO

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ପଞ୍ଝାରେ ଭଟିମୁଣ୍ଡା PEO ଭରତ ଭୂଷଣ ମିଶ୍ର। ପାଇପ୍‌ ମିସ୍ତ୍ରୀଠାରୁ ୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ଦରମା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ PEO। ଟାଙ୍ଗୀ ଚୌଦ୍ୱାର ବ୍ଲକ କର୍ମଚାରୀ ଭାରତ ଭୂଷଣ ମିଶ୍ର । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଭଟିମୁଣ୍ଡା ଗ୍ରାମ ପଞ୍ଚାୟତ ପିଇଓ ଅଛନ୍ତି ଭାରତ । ଜଣେ ମେକାନିକଙ୍କ ବକେୟା ଦରମା ଦେବାକୁ ମାଗିଥିଲେ ଲାଞ୍ଚ। ଟ୍ରାପ ପରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.