ଝୁମ୍ପୁରା ବସ ଷ୍ଟାଣ୍ଡ ରେ ଇଣ୍ଡିଆ ବାୟୀ ବାର୍ଥ ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଝୁମ୍ପୁରା ବସ ଷ୍ଟାଣ୍ଡ ରେ ଇଣ୍ଡିଆ ବାୟୀ ବାର୍ଥ ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ। ଇଣ୍ଡିଆ ବାୟି ବାର୍ଥ ସ୍ୱେଚ୍ଛା ସେବୀ ସଂଗଠନ ଦ୍ଵାରା ଝୁମ୍ପୁରା ଶାଖା ଦ୍ଵାରା ଝୁମ୍ପୁରା ବସ ଷ୍ଟାଣ୍ଡ ରେ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମ ଦିନ ୧୧ଟା ସମୟ ରୁ ଆରମ୍ଭ ହୋଇ ଦିନ ୨ ଟା ପର୍ଯ୍ୟନ୍ତ ଚାଲିଥିଲା , ଏହିସମୟ ମଧ୍ୟରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ଅଂଚଳ ରୁ ଆନେକ ଯୁବକ ଯୁବତୀ ସ୍ଵେଚ୍ଛା କୃତ ଭାବରେ ରକ୍ତଦାନ କରିଥିଲେ।INDIAN BY BIRTH ଝୁମ୍ପୁରା ଟିମ୍ ପକ୍ଷରୁ ଝୁମ୍ପୁରା ବସ ଷ୍ଟାଣ୍ଡ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ । ଏଥିରେ ସଭାପତି ରଞ୍ଜନ ବେହେରା(A), ଉପ ସଭାପତି ରଞ୍ଜନ ବେହେରା (B), ସମ୍ପାଦକ ସତ୍ୟ ରଞ୍ଜନ ପ୍ରଧାନ ମୁଖ୍ୟ ଭୂମିକା ଗ୍ରହଣ କରିଥିବାବେଳେ |

ବିବୁନ ସାହୁ, ବିକାଶ ସ୍ୱାଇଁ, ସୁଜିତ୍ ପ୍ରଧାନ, ଜ୍ୟୋତିର୍ମୟ ସାହୁ , ଗଗନ କୁମାର ନାୟକ, ବିଶ୍ୱଜିତ୍ ମାହାନ୍ତ, ଘନଶ୍ୟାମ ବାରିକ୍, ପଦ୍ମ ଲୋଚନ ମାହାନ୍ତ ସମିତ ଝୁମ୍ପୁରା ଥାନାର ସୁରକ୍ଷା ଅଧିକାରୀ ସହଯୋଗ କରିଥିଲେ

Leave A Reply

Your email address will not be published.