ଡିସେମ୍ବର ୧ରୁ ବସ୍‌ ଧର୍ମଘଟ ଚେତାବନୀ

0

ଓଡ଼ିଆ ନ୍ୟୁଜ୍: ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ବସ୍‌ ମାଲିକ ସଂଘ।ସୂଚନା ଦେଲେ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।‘ଡିସେମ୍ବର ୧ରୁ ପୋଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିଲେ ଧର୍ମଘଟ କରିବୁ’। ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ଆନ୍ଦୋଳନ କହିଲେ।ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର।

AOBOA ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଏହି ପଦକ୍ଷେପ ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। କାରଣ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯିବା ପାଇଁ ସରକାରୀ ଯୋଜନା ରହିଛି। ଏହା ହେଲେ ସେମାନେ ଆମକୁ ଅଯଥାରେ ହଇରାଣ କରିବା ସହିତ ବସ୍ ସେବାରେ ବାଧା ଏବଂ ଦଣ୍ଡ ଭିତ୍ତିକ କାର୍ଯ୍ୟାନୁଷ୍ଠାନ ବଢ଼ିବାର ଆଶଙ୍କା ରହିଛି।

Leave A Reply

Your email address will not be published.