ଓଡ଼ିଆ ନ୍ୟୁଜ୍: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବସିବ ବୈଠକ। ବିଭିନ୍ନ ବିଭାଗର ୫ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା।ବଜେଟ ଅଧିବେଶନ ପ୍ରସ୍ତାବ ପାରିତ ହୋଇପାରେ।

Prev Post
Next Post