Browsing Category
#Odianews
ଉସôବ ମୁଖର ହୋଇ ଉଠୁଛି ଅଯୋଧ୍ୟା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସିଲାଣି ଜାନୁଆରୀ ୨୨ । ସମୟ ଯେତେ ପାଖେଇ ଆସୁଛି ସେତେ ଉସôବ ମୁଖର ହୋଇ ଉଠୁଛି ଅଯୋଧ୍ୟା । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିଲେ ମଧ୍ୟ…
Read More...
Read More...
ଗଣତନ୍ତ୍ର ଦିବସ ପରେଡରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣତନ୍ତ୍ର ଦିବସ ପରେଡରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ । କର୍ତବ୍ୟପଥରେ ବିଶ୍ୱ ଦେଖିବ ଓଡିଶାର କଳା –ସଂସ୍କୃତିର ଝଲକ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏଥର ଓଡିଶାର ପ୍ରଜ୍ଞାପନ ମେଢକୁ ସୁଯୋଗ…
Read More...
Read More...
ସୋଆ କମ୍ୟୁନିଟି ହନୀ ପଟ୍ଟନାୟକ ରେଡ଼ିଓ ସଂଘର ରାଜ୍ୟ ଉପସଭାପତି ଭାବେ ମୋନାନିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ଭଏସ ଅଫ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ନିର୍ଦେଶିକା ହନୀ ପଟ୍ଟନାୟକ ସର୍ବ ଭାରତୀୟ କମ୍ୟୁନିଟି ରେଡ଼ିଓ ସଂଘର ରାଜ୍ୟ ଉପସଭାପତି ଭାବେ ମୋନାନିତ ହୋଇଛନ୍ତି ।…
Read More...
Read More...
ନୂଆ ଦିଲ୍ଲୀରେ ଗଡ଼ିବ ପ୍ରଜ୍ଞାପନ ମେଢ଼
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସୁଛି ସାଧାରଣତନ୍ତ୍ର ଦିବସ | ଆଉ ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି | ଏଥର ନୂଆ ଦିଲ୍ଲୀରେ ଗଡ଼ିବ ପ୍ରଜ୍ଞାପନ ମେଢ଼ | ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା…
Read More...
Read More...
ରାଜ୍ୟରେ ଶୀତ ଲହରୀ ଜାରି
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ, କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟ ମନ ହେଉଛି | ଫଳରେ ବିଳମ୍ବିତ ରାତି ଓ ସକାଳେ ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି ।
ତେବେ…
Read More...
Read More...
ଲକ୍ଷ୍ମଣ ନାୟକ ମେଡ଼ିକାଲ୍ ରେ ଗର୍ଭବତୀ ମହିଳା ଏବଂ ଶିଶୁ ଅସୁରକ୍ଷିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ ରେ ଗର୍ଭବତୀ ମହିଳା ଏବଂ ଶିଶୁ କେତେ ସୁରକ୍ଷିତ ତାହା ସାସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ଭାଇରଲ ଭିଡ଼ିଅ ଭିଜୁଆଲ ହିଁ ପ୍ରମାଣ ହେଉଛି।
ଗ୍ରାମାଞ୍ଚଳ…
Read More...
Read More...
ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପୁରୀ ପରିକ୍ରମା ପ୍ରକଳ୍ପ। ଏହାର ଅବ୍ୟବହିତ ସମୟ ପୂର୍ବରୁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀନହରରେ…
Read More...
Read More...
ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…
Read More...
Read More...
ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ | ଆଜି ରାଇରଙ୍ଗପୁର ସହରସ୍ତ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ସଭାପତି ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ…
Read More...
Read More...
ଆମରଣ ଅନଶନରେ ବସିବେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ପୁଣି ଆଠ ତାରିଖ ରୁ ଆମରଣ ଅନଶନ ରେ ବସିବେ ସରପଞ୍ଚ ଓ ସମିତି ସଦସ୍ୟ ସଂଘ।
ସୂଚନା ଅନୁସାରେ ବାଲିଆପାଳ ବିଡ଼ିଓ…
Read More...
Read More...