Browsing Category

State

ପୁରୀରେ ପୋଲିସ ଛାଉଣୀ

ଓଡ଼ିଆ ନ୍ୟୁଜ୍: ପୁରୀରେ ସୁରକ୍ଷାକର୍ମୀ, ଡଗ୍ ସ୍କାର୍ଡର ଛାନଭିନ୍ । ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ଧାରଣ କରିଛି। ଯୁଦ୍ଧ ଘୋଷଣା ହୋଇ ନଥିଲେ ବି ଉଭୟ ଦେଶ ମଧ୍ୟରେ…
Read More...

ଏନକାଉଣ୍ଟରରେ ୨୬ ଜଣ ମାଓବାଦୀ ନିପାତ

ଓଡ଼ିଆ ନ୍ୟୁଜ୍: ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଚାଲିଥିବା ଦେଶର ସବୁଠାରୁ ବଡ ମାଓ ବିରୋଧୀ ଅପରେସନ ରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା । ଏନକାଉଣ୍ଟରରେ ୨୬ ଜଣ ମାଓବାଦୀଙ୍କୁ ନିପାତ କରିବାରେ…
Read More...

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ଓଡ଼ିଆ ନ୍ୟୁଜ୍: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ସୂଚନା । ଆସନ୍ତା ୧୦ ଓ ୧୧ ତାରିଖରେ ସମ୍ବଲପୁର…
Read More...

ଯୁଦ୍ଧ ପାଇଁ ଚାଲିଛି ମକ୍‌ ଡ୍ରିଲ୍‌

ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍‌ ଡ୍ରିଲ୍‌। ରାଜଧାନୀ ଭୁବନେଶ୍ୱରରେ ବାଜିଲା ସାଇରନ। ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ…
Read More...

ଅପରେଶନ ସିନ୍ଦୂରରେ କେନ୍ଦ୍ରାପଡ଼ା ମାଟିର ପୁଅ

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଉପରେ ବଦଲା ନେଇଛି ଭାରତ। ଗତ କାଲି ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଆଉ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା…
Read More...

ଜଗତସିଂହପୁରରେ ନକଲି କ୍ଷୀର ଗୋଦାମରେ ରେଡ୍

ଓଡ଼ିଆ ନ୍ୟୁଜ୍: କ୍ଷୀରରେ ଅପମିଶ୍ରଣ । ଜଗତସିଂହପୁର ଜିଲ୍ଲା ତରାସାହିରେ ଥିବା ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ଚଢାଉ । ଅପମିଶ୍ରଣ ଦୁଗ୍ଧ ସହ ବିପୁଳ ପରିମାଣର ନକଲି ଦୁଗ୍ଧ ପାଉଡର ଜବତ ହୋଇଛି । ଏହି ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ…
Read More...

ବାଣ ବିସ୍ଫୋରଣ: ୨ ମୃତ

ଓଡ଼ିଆ ନ୍ୟୁଜ୍: ଭଦ୍ରକ ବ୍ଲକ ଅଧୀନ ଚାନ୍ଦବାଲି ବାଇପାସ୍‌ ରାସ୍ତା ହଳଦିଡ଼ିହି ଛକରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା…
Read More...

କେବଳ ଜିଲା ନୁହେଁ ଆଗକୁ ଗାଁ ଗାଁରେ ହେବ ମକ ଡ୍ରିଲ: ସୁରେଶ ପୂଜାରୀ

ଓଡ଼ିଆ ନ୍ୟୁଜ୍: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା…
Read More...

ଯୁଦ୍ଧ ସାଇରନ ବାଜିଲେ କ’ଣ କରିବେ?

ଓଡ଼ିଆ ନ୍ୟୁଜ୍: ଭାରତର ଯୁଦ୍ଧ ସଜବାଜ । କୌଣସି ସମୟରେ ବାଜିପାରେ  ୱାର ସାଇରନ। ପହଲଗାମ ଆକ୍ରମଣର ବଦଲା ନେବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଭାରତ । ବୁଧବାର ସାରା ଦେଶରେ ହେବ ମକଡ୍ରିଲ । ତିନୋଟି କାଟେଗାରିରେ ହେବ…
Read More...

ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍

ଓଡ଼ିଆ ନ୍ୟୁଜ୍: ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍‌ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକ ବି ମକ୍‌ଡ୍ରିଲ୍ ହେବ । ଏହା ସହ…
Read More...