Browsing Category

State

ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ମୋହନ

ଓଡ଼ିଆ ନ୍ୟୁଜ: ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର…
Read More...

ଅବସରପ୍ରାପ୍ତ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ, ସନ୍ଦେହରେ ପତ୍ନୀଙ୍କ ଭୂମିକା

ଓଡ଼ିଆ ନ୍ୟୁଜ୍: କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବେଙ୍ଗାଲୁରୁ ଘରୁ ଅବସରପ୍ରାପ୍ତ ଡିଜିପି ଓମ ପ୍ରକାଶଙ୍କ ରକ୍ତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଛି। ଆଜି ସନ୍ଧ୍ୟାରେ ଅବସରପ୍ରାପ୍ତ…
Read More...

ଆସନ୍ତାକାଲି ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫…
Read More...

ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ

ଓଡ଼ିଆ ନ୍ୟୁଜ୍: ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରା‌ରେ ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡ୍‌କୁ ଭାଙ୍ଗି ଭିତରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ…
Read More...

ପାନ ଦୋକାନ ଉପରେ ଚଢିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଓଡ଼ିଆ ନ୍ୟୁଜ୍: ପାନ ଦୋକାନ ଉପରେ ଚଢିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଦୋକାନୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ବଜାରରେ। ମିଳିଥିବା ସୂଚନା ଅନୁଯାୟୀ ସୁଶୀଲ ଚନ୍ଦ୍ର ମିଶ୍ର ନାମକ ଜଣେ…
Read More...

ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ ଅର୍ଚ୍ଚନା ନାଗ

ଓଡ଼ିଆ ନ୍ୟୁଜ୍: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ। ହନି ଟ୍ରାପ ମାମଲାରେ ବିବାଦ ଘେରକୁ ଆସିଥିଲେ ଏହି ପତିପତ୍ନୀ। ଯଦିଓ ସେତେବେଳେ ଏହି ହନିଟ୍ରାପ ମାମଲାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ…
Read More...

ସବୁ ଜିଲ୍ଲାରେ ଖୋଲିଲା ଖେଲୋ ଇଣ୍ଡିଆ ସେଣ୍ଟର

ଓଡ଼ିଆ ନ୍ୟୁଜ୍: ରାଜ୍ୟର ସବୁ ଜିଲ୍ଲାରେ ଖୋଲିଲା ଖେଲୋ ଇଣ୍ଡିଆ ସେଣ୍ଟର। ଯେଉଁଠି ସେଣ୍ଟର ହୋଇଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ…
Read More...

ମେ’ ୨ରେ ଖୋଲିବ କେଦାରନାଥ ମନ୍ଦିର

ଓଡ଼ିଆ ନ୍ୟୁଜ୍: ମେ’ ୨ରେ ଖୋଲିବ କେଦାରନାଥ ମନ୍ଦିର। ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଏକ ଟିମ୍ ଶ୍ରୀ କେଦାରନାଥ ଧାମରେ ​​ପହଞ୍ଚି କହିଛନ୍ତି ଯେ ଶ୍ରୀ କେଦାରନାଥ ଧାମର ଦ୍ୱାରଗୁଡ଼ିକ ମେ ୨ ତାରିଖରେ ଆନୁଷ୍ଠାନିକ…
Read More...

ଆଇଟି ପାର୍କର ହବ୍ ହେବ ଟ୍ୱିନ୍‌ ସିଟି

ଓଡ଼ିଆ ନ୍ୟୁଜ୍: ଆଇଟି ପାର୍କର ହବ୍ ହେବ ଟ୍ୱିନ୍‌ ସିଟି। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍‌ ଆଣ୍ଡ…
Read More...

ଜବରଦଖଲ ଉଚ୍ଛେଦ ବେଳେ ସଂଘର୍ଷ: ଜଣେ ମୃତ, ୬ ଆହତ

ଓଡ଼ିଆ ନ୍ୟୁଜ୍: ଜବରଦଖଲ ଉଚ୍ଛେଦ ବେଳେ ସଂଘର୍ଷ। ଶନିବାର ସୁନ୍ଦରଗଡ଼ ଜିଲ୍ଲାରେ ଜବରଦଖଲ ଉଚ୍ଛେଦକୁ ନେଇ ସୁରକ୍ଷାକର୍ମୀ ଏବଂ ବସ୍ତି ବାସିନ୍ଦା ମୁହାଁମୁହିଁ। ଏହି ଖଣ୍ଡଯୁଦ୍ଧରେ ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ଛଅ ଜଣ ଆହତ…
Read More...