Browsing Category

State

ବଡ଼ବିଲରେ ବ୍ୟାଙ୍କ ଲୁଟ ଘଟଣା, ଗିରଫ ହେଲେ ଦୁଇ ଅଭିଯୁକ୍ତ

ଓଡ଼ିଆ ନ୍ୟୁଜ୍: ବଡ଼ବିଲରେ ବ୍ୟାଙ୍କ ଲକର୍‌ରୁ ଟଙ୍କା ଓ ସୁନାଗହଣା ଲୁଟ୍‌ ଘଟଣା।ଝାଡ଼ଖଣ୍ଡ ଧାନବାଦରୁ ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍। ବଡ଼ବିଲ ଅଣାଯାଇ ଅଭିଯୁକ୍ତଙ୍କୁ ସହରରେ ଚଲାଇଲା ପୋଲିସ୍। ୨୮୮ ଗ୍ରାମ୍‌ ସୁନା, ୨ଟି…
Read More...

ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ: ମନମୋହନ ସାମଲ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା। 'ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି'।'ନିର୍ଦ୍ଧାରିତ ସମୟର ୨ରୁ ୩ ମାସ…
Read More...

ଅଦାଲତ ଅବମାନନା: ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ୍: ଅଦାଲତ ଅବମାନନା ମାମଲାରେ ସଚିବ ଉଷା ପାଢ଼ୀଙ୍କୁ ହାଜିରା ନିର୍ଦ୍ଦେଶ। ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ…
Read More...

ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି: ଅରବିନ୍ଦ ମହାପାତ୍ର

ଓଡ଼ିଆ ନ୍ୟୁଜ୍: ପାଟକୁରା ଡେରାବିଶ ବ୍ଲକ୍‌ରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ। ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଗଲେ ଅରବିନ୍ଦ।ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ବରପୁର ପର୍ଯ୍ୟନ୍ତ ଗଲେ।ଲାଲ…
Read More...

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଓଡ଼ିଆ ନ୍ୟୁଜ୍: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା। ଦିଲ୍ଲୀପଙ୍କ ସହ ପାରିବାରିକ ସଂପର୍କ ରହିଛି କହିଲେ ଆଇନ ମନ୍ତ୍ରୀ।ବାପା ବିଶ୍ବଭୂଷଣଙ୍କୁ…
Read More...

ବାଘ ମଣିଷ ଲଢେଇ, ବାଘର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ବାଘ ମଣିଷ ଲଢେଇ । ନରସିଂହପୁରରେ ମଣିଷ ବାଘ ଲଢେଇ। ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ। କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ ହୋଇଛି। । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର…
Read More...

ସୋମବାର ହେବନି ସରକାରୀ ବୈଠକ

ଓଡ଼ିଆ ନ୍ୟୁଜ୍: ଏଣିକି ସୋମବାର କୌଣସି ସରକାରୀ ବୈଠକ ହେବନି। ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ। ସୋମବାର କୌଣସି ବୈଠକ ନ ରଖି ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ। ପ୍ରତ୍ୟେକ ମାସର ୩ୟ…
Read More...

ମୋକିମ ସମର୍ଥକଙ୍କ ସମୂହ ଇସ୍ତଫା

ଓଡ଼ିଆ ନ୍ୟୁଜ୍: କଂଗ୍ରେସକୁ ଝଟ୍‌କା । କଂଗ୍ରେସରୁ ମହମ୍ମଦ ମୋକିମ ସମର୍ଥକଙ୍କ ସମୂହ ଇସ୍ତଫା।ମୋଟ୍‌ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା। ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତିଙ୍କ…
Read More...

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ: ଭକ୍ତ ଦାସ

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସୂଚନା।ହାର୍‌ ଜିତ୍‌କୁ ଭୟ ନାହିଁ, ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ।ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ବେ ୩/୪…
Read More...

ଛତିଶଗଡ଼ରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ଧମତରୀରେ ୯ ନକ୍ସଲଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ୯ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ୭ ମହିଳା। କିଛି ଓଡ଼ିଶା ଷ୍ଟେଟ୍‌ କମିଟି ସଦସ୍ୟ ମଧ୍ୟ ଥିବା ସୂଚନା। ଆଇଜି ଅମରେଶ ମିଶ୍ରାଙ୍କ…
Read More...