Browsing Category

Uncategorized

ପ୍ରଚଣ୍ଡ ତାତିରେ ବି କମ୍ବଳ ବାଣ୍ଟିଲେ ବିଧାୟକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସହ୍ୟ ହୋଇପଡ଼ିଛି ଲୋକଙ୍କ ଜାବନଧାରଣ । ହେଲେ ଏପରି ପରିସ୍ତିତିରେ ପ୍ରଚଣ୍ଡ ସତ୍ତ୍ବେ…
Read More...

ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ବନ୍ଧାହେଲେ କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ବନ୍ଧାହେଲେ କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ । ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରିଥିବାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ…
Read More...

ପାୱାରଙ୍କୁ ଭେଟିଲେ ଅଦାନୀଙ୍କ, ବିରୋଧି ଖପ୍ପା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତାଙ୍କୁ ତାଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀ । ତେବେ ଦୁହିଁଙ୍କ…
Read More...

ଓଡିଶା ସ୍କିଲ କନକ୍ଲେଭ ୨୦୨୩ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧ ଲକ୍ଷ ପିଲାଙ୍କୁ ଦିଆଯିବ ପ୍ରଯୁକ୍ତି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଉଦଘାଟିତ ହୋଇଛି ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି କନକ୍ଳେବକୁ ଉଦଘାଟନ କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ପାଇଁ…
Read More...

ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ର ଉଦଘାଟ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ଓଡ଼ିଆ ପିଲାଙ୍କ ସହ ସମ୍ବଲପୁର ଇଟିଜର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାଇଲେ । ଏହାପରେ…
Read More...

ଭାରତରେ ଖୋଲିଲା ପ୍ରଥମ ଆପଲ୍ ଷ୍ଟୋର: ମୁମ୍ବାଇରେ ଲଞ୍ଚ ହେଲା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତରେ ଖୋଲିଲା ପ୍ରଥମ ଆପଲ୍ ଷ୍ଟୋର । ମୁମ୍ବାଇରେ ଲଞ୍ଚ ହେଲା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’ । ଏହି ଅବସରରେ  ଢୋଲ ଆଉ ବାଜାର ତାଳେ ତାଳେ ଝୁମିଛନ୍ତି ଆପଲର ସିଇଓ ଟିମ୍ କୁକ । ଅର୍ନ୍ତରାଷ୍ଟ୍ରୀୟ…
Read More...

ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ ଏହି ସବୁ ଫଳ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଫଳ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଫଳ ଆମ ଶରୀରରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନର ଅଭାବ ଦୂର କରିଥାଏ। ସୁସ୍ଥ ରହିବା ପାଇଁ ଆଜିକାଲି ସମସ୍ତେ ସବୁ ପ୍ରକାରର ଫଳ ଖାଇବା ପାଇଁ…
Read More...

କର୍ଣ୍ଣାଟକ ନିର୍ବାଚନ: ବିଜେପି ଘୋଷଣା କଲା ୩ୟ ପ୍ରାର୍ଥୀ ତାଲିକା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳ ଛାଡ଼ିବା ପରେ ଏହି ତାଲିକା ପ୍ରକାଶ ପାଇଛି । ନୂଆ…
Read More...

ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ବିଫଳ ହେଲେ, ଜୀବନ ଜିଇଁବାରୁ ଆଶା ଛାଡି ବିଷ ଖାଇ ଆତ୍ମହତ୍ୟା କଲେ ଯୁବକ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଚାକିରି ନହେବାରୁ ଜୀବନ ଜିଇଁବାରୁ ଆଶା ଛାଡି ବିଷ ଖାଇ ଆତ୍ମହତ୍ୟା କଲେ ଯୁବକ । ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ମଧ୍ଯ ହେଲାନାହିଁ ଚାକିରି । ଶେଷରେ ହତାଶ ହୋଇ ମାନସିକ ଭାରସାମ୍ୟ ହରାଇ…
Read More...

ରାଜସ୍ଥାନ କଂଗ୍ରେସରେ କୁହୁଳୁଛି କନ୍ଦଳ, ଗୁରୁତ୍ବପୂର୍ଣ୍ଣ ଦଳୀୟ ବୈଠକକୁ ଆସିଲେନି ପାଇଲଟ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନ କଂଗ୍ରେସରେ କୁହୁଳୁଛି ଦଳୀୟ ଅନ୍ତ କନ୍ଦଳ ।  ଆଗକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାବେଳେ ତା’ ପୂର୍ବରୁ କଂଗ୍ରେସର ସମସ୍ୟା ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ସିଏମ ଅଶୋକ…
Read More...