ଓଡିଆ ନ୍ୟୁଜ୍ (ବ୍ୟୁରୋ): ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । ମୋଟ ପାସ ହାର ରହିଛି ୯୪.୪୦% । ଛାତ୍ରଙ୍କୁ ପଛରେ ପକାଇ ଆଗୁଆ ଛାତ୍ରୀ । ଛାତ୍ରଙ୍କ ପାସ ହାର ୯୩.୮୦% ଓ ଛାତ୍ରୀଙ୍କ ପାସ ହାର ରହିଛି ୯୫.୨୧%ା ଶତ ପ୍ରତିଶତ ନମ୍ବର ରଖି ମୟଙ୍କ ଯାଦବ ଟପ୍ପର ହୋଇଛନ୍ତି। ଭୁବନେଶ୍ୱର ରିଜିଅନ୍ରେ ପାସ ହାର ରହିଛି ୯୬.୪୬% ।www.cbse.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ। ପାସ୍ ହାର ରହିଛି ୯୨.୭୧ପ୍ରତିଶତ। ଏଥର ବି ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଛାତ୍ରୀ ।
ନୋଇଡାର ୟୁବାକ୍ଷୀ ବିଜ୍ ଓ ବୁଲନ୍ଦସହରର ତନୟା ସିଂହ ୫୦୦ରୁ ୫୦୦ ମାର୍କ ରଖିଛନ୍ତି । ୯୪.୫୪% ଛାତ୍ରୀ ଓ ୯୧.୨୫% ଛାତ୍ର ପାସ୍ କରିଛନ୍ତି। ତ୍ରିଭେନ୍ଦ୍ରମରେ ପାସ୍ ହାର ସର୍ବାଧିକ ୯୮.୮୩ ପ୍ରତିଶତ ରହିଛି। କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ୯୭%, ନବୋଦୟ ବିଦ୍ୟାଳୟର ରେଜଲ୍ଟ ରହିଛି ୯୮.୯୩%। ଭୁବନେଶ୍ୱର ରିଜିଅନରେ ପାସ୍ ହାର ରହିଛି ୯୦. ୩୭%। ୯୫ ପ୍ରତିଶତ ଉପରେ ରଖିଛନ୍ତି ୩୩ହଜାର ଛାତ୍ରଛାତ୍ରୀ। ୧ ଲକ୍ଷ ୩୪ ହଜର ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି। ଦ୍ୱାଦଶରେ ପରୀକ୍ଷା ଦେଇଥିଲେ ପ୍ରାୟ ୧୪ ଲକ୍ଷ ୫୪ହଜାର ୩୭୦ ଛାତ୍ରଛାତ୍ରୀ।
ଟର୍ମ-୧ ଓ ଟର୍ମ-୨ ମାର୍କ ଏକା ସହିତ ମିଶି ମିଳିବ ରେଜଲ୍ଟ । cbse.gov.in ଏବଂ results.cbse.nic.inରେ ମିଳିପାରିବ ରେଜଲ୍ଟ । 7738299899କୁ ଏସଏମ୍ଏସ ପଠାଇ ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୨୧,୧୬,୨୯୦ ଛାତ୍ରଛାତ୍ରୀ।