ସବୁ ଟ୍ରେନ୍ ବଗିରେ ଲାଗିବ ସିସିଟିଭି

0

ଓଡ଼ିଆ ନ୍ୟୁଜ୍: ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଇଣ୍ଡିଆନ୍ ରେଲୱେର ବଡ଼ ନିଷ୍ପତ୍ତି । ଦେଶର ସବୁ ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା। ୭୪ ହଜାର ବଗି ଓ ୧୫ ହଜାର ଲୋକୋମୋଟିଭରେ ଲାଗିବ ସିସିଟିଭି।ପ୍ରତ୍ୟେକ ବଗିରେ ୪ଟି, ଲୋକୋମୋଟିଭରେ ଲାଗିବ ୬ଟି ସିସିଟିଭି। ଯାତ୍ରୀଙ୍କ ଗୋପନୀୟତା ରକ୍ଷା ପାଇଁ ବଗି ଦ୍ବାର ନିକଟରେ ଲାଗିବ ସିସିଟିଭି। ଏହାଦ୍ୱାରା ଦୁର୍ବୃତ୍ତ ଓ ସଂଗଠିତ ଅପରାଧୀଙ୍କ ଠାରୁ ଯାତ୍ରୀଙ୍କୁ ସୁରକ୍ଷା ମିଳିବ।

Leave A Reply

Your email address will not be published.