କେନ୍ଦୁଝରରେ ଖୁବଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା। କେନ୍ଦୁଝରରେ ଖୁବ୍‌ ଶୀଘ୍ର ମେଗା ଷ୍ଟିଲ ପ୍ଲାଣ୍ଟ ହେବ କହିଲେ ମୁଖ୍ୟମନ୍ତ୍ରୀ।କେନ୍ଦୁଝର ଗସ୍ତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବେଳେ କହିଲେ।‘ଦୁଇ ଷ୍ଟେପ୍‌ ଆଗକୁ ବଢ଼ିଛି, କମ୍ପାନୀ ଟଙ୍କା ଜମା କରି ସାରିଛି’।‘ଖୁବଶୀଘ୍ର ଜମି ଅଧିଗ୍ରହଣ କରି କାମ ଆରମ୍ଭ କରାଯିବ।

କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ଷ୍ଟେପ୍‌ ଆଗକୁ ବଢ଼ିଛି, କମ୍ପାନୀ ଟଙ୍କା ଜମା କରିସାରିଛି। ଖୁବ୍‌ଶୀଘ୍ର ଜମି ଅଧିଗ୍ରହଣ କରି କାମ ଆରମ୍ଭ କରାଯିବ।

Leave A Reply

Your email address will not be published.