ଓଡ଼ିଆ ନ୍ୟୁଜ୍: ଅମର ପଟ୍ଟନାୟକ ବିଜେପିରେ ମିଶିଲା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା। ବିଜେଡିରେ ଅଣନିଶ୍ବାସୀରୁ ମୁକ୍ତି ମିଳିଛି, ଏବେ କାମ କରିବାର ସୁଯୋଗ ପାଇବେ।‘ସେ ତାଙ୍କର ମନର କଥା କହି ସାରିଛନ୍ତି, ମୋଦିଙ୍କ ଦ୍ବାରା ଅନୁପ୍ରାଣିତ କହିଛନ୍ତି’।‘ଜଣେ ବୌଦ୍ଧିକ ବ୍ୟକ୍ତି, ସଂସଦରେ ବେଶ୍ ଭଲ କାମ କରିଛନ୍ତି’।‘ରାଷ୍ଟ୍ରନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସୁଯୋଗ ପାଇବେ’।
ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ବ ଦେଇ ଆସିଛନ୍ତି। ଏଥିପାଇଁ ଗତ ୧୬ ମାସ ଭିତରେ ୭ ଥର ଓଡ଼ିଶା ଆସିଛନ୍ତି ମୋଦି।ଅମର ବାବୁ ବିଜେପିରେ ମିଶିବା ଦ୍ବାରା ଆମର ଶକ୍ତି ବୃଦ୍ଧି ପାଇଛି।ଆଜି ନବୀନ ବାବୁ ନୂଆପଡ଼ାରେ ପ୍ରଚାର କରୁଛନ୍ତି କହି କଟାକ୍ଷ କଲେ।କାଲି ଅମର ବାବୁ ଆମ ପାଇଁ ନୂଆପଡ଼ା ଯାଇ ପ୍ରଚାର କରିବେ।