ଓଡିଆ ନ୍ୟୁଜ୍(ବ୍ୟୁରୋ): ନବୀନଙ୍କ ମନ୍ତିମଣ୍ଡଳରେ କିଏ ହେବେ ନୂଆ ମନ୍ତ୍ରୀ ? କିଏ ପଡ଼ିବେ ବାଦ? ମନ୍ତ୍ରିମଣ୍ଡଳ ରୂପରେଖ ନେଇ ଏବେ ଚର୍ଚ୍ଚା ଜୋର । ଯୁବ ଓ ମହିଳାଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳରେ ସର୍ବାଧିକ ଗୁରୁତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି । ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ନୂଆ ଚେହେରାଙ୍କୁ ତାଙ୍କ ଟିମରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ । ସବୁ ଦିଗକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ନିର୍ଦ୍ଧାରଣ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି ।
୧. ନବ କିଶୋର ଦାସ
୨. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୩. ସମୀର ରଞ୍ଜନ ଦାଶ
୪. ଅଶୋକ ଚନ୍ଦ୍ର ପଣ୍ଡା
୫. ଟୁକୁନି ସାହୁ
୬. ପ୍ରତାପ ଦେବ
୭. ଅତନୁ ସବ୍ୟସାଚୀ
୮. ପ୍ରଶାନ୍ତ ମୁଦୁଲି
୯. ରୋହିତ ପୂଜାରୀ
୧୦. ରାଜେନ୍ଦ୍ର ଢୋଲକିଆ
୧୧. ପ୍ରମିଳା ମଲ୍ଲିକ
୧୨. ଶ୍ରୀକାନ୍ତ ସାହୁ
୧୩. ଅଶ୍ୱିନୀ ପାତ୍ର
୧୪. ରିତା ସାହୁ
୧୫. ଉଷା ଦେବୀ
୧୬. ପ୍ରଫୁଲ୍ଲ କୁମାର ମଲ୍ଲିକ
୧୭. ନିରଞ୍ଜନ ପୂଜାରୀ
୧୮. ପ୍ରୀତି ରଞ୍ଜନ ଘଡେଇ
୧୯. ପ୍ରଦୀପ ଅମାତ
ବିଦା ହେଲେ ବିବାଦୀୟ:
୧. କ୍ୟାପଟେନ ଦିବ୍ୟଶଙ୍କର
୨. ଅରୁଣ କୁମାର ସାହୁ
୩. ସୁଶାନ୍ତ ସିଂହ
୪. ପ୍ରେମାନନ୍ଦ ନାୟକ
୫. ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୬. ପଦ୍ମିନୀ ଦିଆନ
୭. ଜଗନ୍ନାଥ ସାରକା
୮. ପ୍ରତାପ ଜେନା
୯. ପଦ୍ମନାଭ ବେହେରା