ମହାନଦୀ ପଠାରେ ଫସିଲେ ଗୋରୁପଲ

0

ଓଡ଼ିଆ ନ୍ୟୁଜ୍: କୁଶପଙ୍ଗୀ ମହାନଦୀ ପଠାରେ ଫସିଲେ ଗୋରୁପଲ।ଚରିବାକୁ ଯାଇଥିବା ବେଳେ ହଠାତ୍ ଜଳସ୍ତର ବଢ଼ିବାରୁ ଫସି ରହିଛନ୍ତି।୩୦ରୁ ଊର୍ଦ୍ଧ୍ବ ଗୋରୁ ଥିବା ସୂଚନା, ଡମପଡ଼ା ଅଗ୍ନିଶମ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି।ବାଙ୍କୀ ମହାନଦୀ ପଠାର କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ଗାଈ। ୪୦ରୁ ଅଧିକ ଗାଈ ଫସି ରହିଛନ୍ତି । ଗତକାଲି ସଂଧ୍ୟାରେ ମହାନଦୀ ପଠାକୁ ଚରିବାକୁ ଯାଇଥିଲେ। ନଦୀରେ ବଢ଼ି ପାଣି ଆସିଯିବାରୁ ଫସି ରହିଛନ୍ତି। ଡମପଡା ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.