ଓଡ଼ିଆ ନ୍ୟୁଜ୍: ବଲିଉଡ୍ ଷ୍ଟାର ରଣବୀର ସିଂହଙ୍କୁ ଧମକପୂର୍ଣ୍ଣ ମେସେଜ୍।ହ୍ବାଟ୍ସଆପ୍ରେ ଏକ ଭଏସ୍ ନୋଟ୍ ମାଧ୍ୟମରେ ଧମକ।ଭଏସ୍ ନୋଟ୍ ମାଧ୍ୟମରେ କୋଟି କୋଟି ଟଙ୍କା ଦେବାକୁ ଧମକ।ରଣବୀର ସିଂହଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।ପ୍ରେରକଙ୍କୁ ଖୋଜିବା ପାଇଁ ଟ୍ରାକିଂ କରୁଛି ମୁମ୍ବାଇ ପୋଲିସ୍।
ତେବେ ଏହି ଧମକ ମିଳିବା ପରେ ରଣବୀର ମୁମ୍ବାଇ ପୋଲିସରେ ଫେରାଦ ହୋଇଛନ୍ତି। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ରଣବୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଇଛି। ଭଏସ ନୋଟ ଆସିଥିବା ନମ୍ବରର ଯାଞ୍ଚ । ଭଏସନୋଟ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ର ବୋଲି କହିଥିବା ଜଣାପଡ଼ିଛି।