୩ କ୍ରିଉ ସଦସ୍ୟଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍: ଅହମଦାବାଦ ବିମାନ ଦୁର୍ଘଟଣା ମାମଲାରେ ଡିଜିସିଏର ବଡ଼ ନିର୍ଦ୍ଦେଶ । ୩ଜଣ ଏୟାରଇଣ୍ଡିଆ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛି ଡିଜିସିଆଇ । ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ଡିଜିସିଆଇର ଅନ୍ତରୀଣ କମିଟି ଏହି ୩ ଅଧିକାରୀଙ୍କ ବିରୋଧରେ ନିୟମ ଉଲ୍ଲଂଘନ କରିଥିବା ପ୍ରମାଣ ପାଇଛନ୍ତି ।ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଛି କ୍ରିୟୁ ସଦସ୍ୟ ଓ ସିଡ୍ୟୁଲିଂରେ ନେଇ କିଛି ତ୍ରୁଟି ଦେଖାଦେଇଥିଲା । ଏହି ବାବଦରେ ଅଧିକାରୀ ଜାଣି ମଧ୍ୟ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.