ଡ୍ରେନ୍‌ ଭିତରେ ପାଣି ପାଇପ୍: ମେୟର

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣା।ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା।ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍ ଯାଇଛି।ପାଇପ୍ ଲିକ୍ ହୋଇଥିବାରୁ ପାଣି ଦୂଷିତ ହୋଇଛି।ପାଣି ପାଇପ୍ ଲିକ୍ ହୋଇଥିବା ଉତ୍ସ ଜଣାପଡ଼ିଛି।ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ।

ବିଏମ୍‌ସି ହେଲ୍‌ଥ ୟୁନିଟ୍ କାମରେ ଲାଗି ପଡ଼ିଛନ୍ତି।ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ। ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମ୍‌ସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମ୍‌ସି ମେୟର ସଲୋଚନା ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.