ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି: ଦିଲ୍ଲୀପ ରାୟ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଦିଲ୍ଲୀପ ରାୟ। ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ରାୟଙ୍କ ପ୍ରତିକ୍ରିୟା।ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି: ଦିଲ୍ଲୀପ। ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା କଲି।କ୍ରସ୍ ଭୋଟିଂ ହୋଇଛି, ତା’ ସହ ମୋ ପ୍ରତି ଭଲ ପାଇବା ଅଛି। ବିଜେପି ଓ ବିଜେଡି ବିଧାୟକଙ୍କ ସହ ମୋର ଭଲ ସମ୍ପର୍କ ଅଛି।ମାସେ, ୨ ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି। ୨୦୦୨ରେ ଗୋଟେ ସଂଖ୍ୟା ନଥିଲା, ଏବେ ୨୦ ବିଜେପି ବିଧାୟକ ସାହାଯ୍ୟ କଲେ। ଜିତିବା ପରେ କାଲି ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛି।ଆଜି ଗୋଟିଏ ଜାଗାରେ ସମସ୍ତଙ୍କୁ ଡାକି ଧନ୍ୟବାଦ ଜଣାଇବି।

କିଛି ବିଧାୟକ ମାନଙ୍କ ଭଲପାଇବା ଓ ସମର୍ଥନ ରହିଥିଲା ବୋଲି ମୁଁ ନିର୍ବାଚନ ଜିତିଲି ବୋଲି କହିଛନ୍ତି ଦୀଲିପ ରାୟ। ତେବେ ଆଜି ସମସ୍ତ ବିଧାୟକ ମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ଆପାୟିତ୍ତ କରିବା ସହ କୃତଜ୍ଞତା ଜ୍ଞାପନ କରିବି ବୋଲି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ଦୀଲିପ ରାୟ।

Leave A Reply

Your email address will not be published.