ପ୍ରଥମା ଅଷ୍ଟମୀ ଉପଲକ୍ଷେ ଶୀତ ବସ୍ତ୍ର ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସିଦ୍ଧିଦୁର୍ଗା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଦ୍ରକ ସ୍ଥିତ ଲେପ୍ରସି କଲୋନୀରେ ପ୍ରଥମା ଅଷ୍ଟମୀ ଉପଲକ୍ଷେ ଶୀତ ବସ୍ତ୍ର ବଣ୍ଟନ! ବରପଦା ସିଦ୍ଧଦୁର୍ଗା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଦ୍ରକ ସ୍ଥିତ ଲେପ୍ରସି କଲୋନୀରେ ପ୍ରଥମା ଅଷ୍ଟମୀ ଉପଲକ୍ଷେ ଶୀତ ବସ୍ତ୍ର ବଣ୍ଟନ |

ଏହି କାର୍ଯ୍ୟକ୍ରମ ରେ ଚାରିଟେବୁଲ ଟ୍ରଷ୍ଟର ସଭାପତି ଭରତ ଚନ୍ଦ୍ର ବାରିକରେ ତତ୍ୱାବଧାନରେ ଜିତେନ୍ଦ୍ର ବେହେରା, ସଞ୍ଜୟ ବାରିକ, ସୁଶାନ୍ତ ବେହେରା, ସେକ୍ରେଟାରୀ ଆର୍ତବନ୍ଧୁ ବାରିକ,ବସନ୍ତ ବାରିକ,ଏବଂ ରାନ୍ଦୀଆ ପୂର୍ବତନ ସରପଞ୍ଚ ମନୋରଞ୍ଜନ ପୁହାଣ,ପ୍ରାକ୍ତନ ସମିତି ସଭ୍ୟ ରାଜେଶ କୁମାର ସ୍ୱାଇଁ , ଶ୍ରମିକ ନେତା ଦୀପ୍ତିକାନ୍ତ ମହାପାତ୍ର, ସମାଜ ସେବୀ ଅଜିତ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ପପୁ ପାତ୍ର ଉପସ୍ଥିତରେ ଏହି ଆଦିବାସୀ କଲୋନୀରେ ପାଖା ପାଖି 50ଉର୍ଦ୍ଧ ପରିବାରର ବୟସ୍କ ବୃଦ୍ଧ, ବୃଦ୍ଧା ଙ୍କୁ କମ୍ବଳ ଓ ମିଠା ବଣ୍ଟା ଯାଇଥିଲା।

Leave A Reply

Your email address will not be published.