ଓଡ଼ିଶାକୁ ଆସିବ ୬୦୦e-ବସ୍‌: ନଗର ଉନ୍ନୟନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ୬୦୦ e-ବସ୍‌ ଆସିବ କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା। ରାଜ୍ୟରେ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍‌ ଆଣିବେ।

ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍‌ ଆଣିବେ: ମନ୍ତ୍ରୀ।ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ୍‌ ପ୍ରଦାନ କରିବେ।ମୋଟ ୬୦୦ଟି e-ବସ୍‌ ଜନସାଧାରଣଙ୍କ ସେବାରେ ଲାଗିବ।ଏବେ ୨୫ଟି e-ବସ୍‌ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ e-ବସ୍‌ ପ୍ରଦାନ କରାଯିବ।

Leave A Reply

Your email address will not be published.