ହାତୀ ମୃତ୍ୟୁ ମାମଲା, ଡେପୁଟି ରେଞ୍ଜର ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍: ହାତୀ ମୃତ୍ୟୁ ଲୁଚାଇବା ଓ ହାତୀକୁ କାଟିଦେବା ମାମଲା।ବେଲଘର ଡେପୁଟି ରେଞ୍ଜର ଘନଶ୍ୟାମ ମହନ୍ତଙ୍କୁ ନିଲମ୍ବନ କଲେ DFO। ବନ ବିଭାଗର ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳକୁ ଯାଇ ସର ଜମିନ ତଦନ୍ତ କରିବ। ଗତ ଜାନୁଆରୀ ମାସ ୫ତାରିଖରେ ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଅଭିଯୋଗ ହୋଇଥିଲା ।

ସୂଚନା ଥାଉକି, ହାତୀ ମୃତ୍ୟୁ ପରେ ମୃତଦେହ ଅନ୍ୟତ୍ର ଲୁଚାଇ ଚପାଇବାକୁ ରେଞ୍ଜର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ହାତୀ ମୃତ୍ୟୁ ପରେ ମୁଣ୍ଡୁଟି ଜଙ୍ଗଲରୁ ମୃତଦେହକୁ ଅନ୍ୟତ୍ର ନିଆଯାଇ ବେଲଘର ପଞ୍ଚାୟତର କାଡାପାନା ନର୍ସରୀରେ ଖଣ୍ଡ ବିଖଣ୍ଡିତ କରି ପୋତା ଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ବେଲଘର ରେଞ୍ଜର ବିନୟ କୁମାର ବିଶି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ତଦନ୍ତରୁ ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସ୍ପଷ୍ଟ ହୋଇଥିଲେ । ତଦନ୍ତ ପରେ ବେଲଘର ରେ

Leave A Reply

Your email address will not be published.