ଏନ୍‌କାଉଣ୍ଟରରେ ଟଳିଲା ହିଡମା

0

ଓଡ଼ିଆ ନ୍ୟୁଜ୍: ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନ୍‌କାଉଣ୍ଟର।ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ।ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ।ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ସୂଚନା। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ମାଡଭି ହିଡମାର ମୃତ୍ୟୁ ସୂଚନା। ବଡ଼ ଧରଣର କମ୍ବିଂ ଅପରେସନ ଚାଲିଥିବା ଆନ୍ଧ୍ର ଡିଜିପିଙ୍କ ସୂଚନା। ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍‌କାଉଣ୍ଟରରେ ଟଳିଥିବା ସୂଚନା । ଆସୁରୀ ସୀତାରାମ ଜଙ୍ଗଲରେ ଗୁଳୁବିନିମୟ ଜାରି । ଏହା ସହ ଆହୁରି ୬ ମାଓବାଦୀ ମଧ୍ୟ ନିପାତ । ଅନ୍ୟପଟେ ମାଲକାନଗିରି ସୀମାରେ ମଧ୍ୟ ପୁଣି ଏନକାଉଣ୍ଟର । ଛତିଶଗଡ଼ ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରରେ ଗୁଳିବିନିମୟ ଜଣେ ମାଓବାଦୀଙ୍କ ମୃତ୍ୟୁ ସୁଚନା । ଉଭୟ ପକ୍ଷରୁ ଏବେବି ଗୁଳିବିନିମୟ ଜାରି । ମାଲକାନଗିରି ଜିଲ୍ଲା ପଡିଆ ଥାନା ଆରପଟେ ରହିଛି ଏରାବୋର ଜଙ୍ଗଲ । ମାଲକାନଗିରି ସୀମା ଆରପଟେ ଯବାନ ମାଓବାଦୀ ଗୁଳି ବିନିମୟ । ଆନ୍ଧ୍ରପ୍ରଦେଶ ପ୍ରଦେଶ ଆଲୁରୀ ସୀତାରାମରାଜୁ ଜଙ୍ଗଲରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.