ବେଆଇନ୍ ଲୋନ ଆପ ମାମଲାରେ 3 ଚିନ୍ ଠକଙ୍କୁ ଠାବ କଲା EOW, ୧୦୦ରୁ ଅଧିକ ବେଆଇନ୍ ଆପ ଖୋଲି ଲକ୍ଷ ଲକ୍ଷ ଲୋକଙ୍କୁ ଠକିଛନ୍ତି
ଓଡିଆ ନ୍ୟୁଜ୍(ବ୍ୟୁରୋ): ବେଆଇନ ଡିଜିଟାଲ ଲୋନ ଆପ ମାମଲାରେ 3 ଚିନ ନାଗରିକଙ୍କୁ look out circular ଜାରି ହେଲା। EOWର ଅନୁରୋଧ କ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଜାରି କଲା ସର୍କୁଲାର। ଏହି 3ଜଣ ହେଲେ Shen Zhenua alias Tony of Jiangsu, Quan Hongwei alias Paul of Jiangsu, Yang Haiying alias Doris of Sichuan।
ଏହି 3 ଚିନ୍ ଠକ ଇଣ୍ଡୋନେସିଆ, srilanka, Pakistan, ନେପାଲ, ଓ ବାଙ୍ଗ ଲଦେସ ରେ ମଧ୍ଯ ଏଭଳି ଠକେଇ କରିଥିବା EOW ପ୍ରମାଣ ପାଇଛି। ସେମାନଙ୍କର ଆମେରିକା ଓ ହଂକଂ ରେ link ଥିବା ଖବର ମିଳିଛି। କ୍ରେଡିଟ ଗୋଲ୍ଡ ଆପ ଖୋଲି ଲକ୍ଷ ଲକ୍ଷ ଲୋକଙ୍କୁ ଠକି ଛନ୍ତି ଏହି ଇଣ୍ଟ ର ନ୍ୟାସନାଲ ରାକେଟ। ଏହି ଘଟଣାରେ ନୀତିନ ମଲିକ କୁ EOW ଦିଲ୍ଲୀରୁ ଗିରଫ କରି 4ଦିନ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି। ନୀତିନ ନିକଟରୁ ଅନେକ ଡିଜିଟାଲ ପ୍ରମାଣ ପାଇଛି EOW। । EOW ଏହି ତିନି ଠକଙ୍କ ଭାରତ ପ୍ରତ୍ୟାର୍ପଣ ପାଇଁ ଇଣ୍ଟର ପୋଲ ସହ ଯୋଗାଯୋଗ କରିବ।
ଭୁବନେଶ୍ୱର୍ ର ଶକ୍ତି ପ୍ରସାଦ ଦାସଙ୍କ ଅଭିଯୋଗ କ୍ରମେ EOW ତାର ତଦନ୍ତ ଆରମ୍ଭ କଲା। କ୍ରେଡିଟ ଗୋଲ୍ଡ ଆପ ଡାଉନଲୋଡ କରି ଶକ୍ତି 9ହଜାର ଟଙ୍କା ପାଇଥିଲେ। 4ଦିନ ପରେ ତାଙ୍କୁ କଲ ଆସିଲା ଯେ ସେ 15 ,627 ଟଙ୍କ l ଦେବାକୁ କଲ ଆସିଲା। ଅଶ୍ଳିଳ କଲ, morph video ଧମକ ଆସିବାକୁ ଲାଗିଲା। ଏନେଇ EOW ତଦନ୍ତ କରି ଜାଣିଲା ଜେ ଏସବୁ Good start ସର୍ଭିସ୍ ଓ Right start services ସହ ଜଡ଼ିତ ଥିବା ଲୋକ କଲ କରିଛନ୍ତି। EOW jal bichai ନୀତିନ କୁ ଧରିଲା ଓ ପରେ ଚିନି ଠକ ଙ୍କ ବିଷୟରେ ଜାଣିଲା। ଏହି 3ଜଣଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି7 ପ୍ରକ୍ରିୟା । କୋଭିଡ଼ ପରେ ବେକାରୀ ଯୁବକଙ୍କୁ ଚାକିରି ଦେବା ନାଁରେ ଚିନି ତସ୍କର ଆରମ୍ଭ କରିଥଲେ ଲୁଟ। ଏମାନଙ୍କୁ ଗୁଗଲରୁ ହଟାଇବାକୁ EOw ଗୁଗୁଲକୁ ଚିଠି ଲେଖିଛି।