ଭିଜିଲାନ୍ସ ଜାଲରେ ପୂର୍ବତନ ପିଇଓ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ପୂର୍ବତନ ପିଇଓ। ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି ଅକୃର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରମୁଳି ପଞ୍ଚାୟତର ପୂର୍ବତନ ପିଇଓ ହେଉଛନ୍ତି ଅକୃର ମାଝୀ । ତାଙ୍କ ନାଁରେ ପଞ୍ଚାୟତର ୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । ବିନା କାମରେ ବିଲ୍‌ କରି ସରକାରୀ ଟଙ୍କା ହଡ଼ପ କରିଥିଲେ ଅକୃର ।

Leave A Reply

Your email address will not be published.